| ଶ୍ରୀ ଅରବିନ୍ଦ |

ଯୋଗୀ ଶ୍ରୀ ଅରବିନ୍ଦ(୧୯୧୬ ମସିହାର ଫଟୋ) |
| ଜନ୍ମ ତାରିଖ |
୧୫ ଅଗଷ୍ଟ ୧୮୭୨(1872-08-15) |
| ଜନ୍ମସ୍ଥାନ |
କଲିକତା, (ତତ୍କାଳୀନ ବ୍ରିଟିଶ ଶାସନାଧୀନ ଭାରତ) |
| ଜନ୍ମ ନାମ |
ଅରବିନ୍ଦ ଅକରୟେଡ ଘୋଷ |
| ତିରୋଧାନ |
୫ ଡିସେମ୍ବର, ୧୯୫୦ (୭୮ ବର୍ଷ) |
| ତିରୋଧାନ ସ୍ଥାନ |
ପଣ୍ଡିଚେରୀ, ପୁଡୁଚେରୀ, ଫରାସୀ ଶାସିତ ଭାରତ |
| ଖ୍ୟାତ |
ଯୋଗୀ, କବି, ସ୍ୱାଧୀନତା ସଂଗ୍ରାମୀ |
| ରଚନାବଳୀ |
ଲାଇଫ ଦିଭାଇନ୍, ସାବିତ୍ରୀ, ସିନ୍ଥେସିସ ଅଫ ଯୋଗ |
| ବାଣୀ |
The Spirit shall look out through Matter's gaze.
And Matter shall reveal the Spirit's face.[୧]' |
| ବେବସାଇଟ |
http://www.sriaurobindoashram.org/ |
| ଦସ୍ତଖତ |
 |
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି ।[୨][୩] ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। [୪] ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ ।
ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ [୫] ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ।
ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। [୬] ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା।
- ଦ ଲାଇଫ ଡିଭାଇନ The Life Divine (1940),
- ଦ ହ୍ୟୁମାନ ସାଇକଲ The Human Cycle (1949),
- ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949),
- ଅନ ଦି ବେଦ On the Veda (1956),
- କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942),
- ଏସେଜ ଅନ ଦି ଗୀତାEssays on the Gita (1928),
- ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and
- ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
| “ |
The one aim of [my] yoga is an inner self-development by which each one who follows it can in time discover the One Self in all and evolve a higher consciousness than the mental, a spiritual and supramental consciousness which will transform and divinize human nature[ଆଧାର ଲୋଡ଼ା] |
” |
|
—Sri Aurobindo On Himself
|
- Bases of Yoga, Lotus Press, Twin Lakes, Wisconsin ISBN 0-941524-77-9
- Bhagavad Gita and Its Message, Lotus Press, Twin Lakes, Wisconsin ISBN 0-941524-78-7
- Dictionary of Sri Aurobindo's Yoga, (compiled by M.P. Pandit), Lotus Press, Twin Lakes, Wisconsin ISBN 0-941524-74-4
- Essays on the Gita, Lotus Press, Twin Lakes, Wisconsin ISBN 0-914955-18-7
- The Future Evolution of Man, Lotus Press, Twin Lakes, Wisconsin ISBN 0-940985-55-1
- The Human Cycle: The Psychology of Social Development, Lotus Press, Twin Lakes, Wisconsin ISBN 0-914955-44-6
- Hymns to the Mystic Fire, Lotus Press, Twin Lakes, Wisconsin ISBN 0-914955-22-5
- The Ideal of Human Unity, Lotus Press, Twin Lakes, Wisconsin ISBN 0-914955-43-8
- The Integral Yoga: Sri Aurobindo's Teaching and Method of Practice, Lotus Press, Twin Lakes, Wisconsin ISBN 0-941524-76-0
- The Life Divine, Lotus Press, Twin Lakes, Wisconsin ISBN 0-941524-61-2
- The Mind of Light, Lotus Press, Twin Lakes, Wisconsin ISBN 0-940985-70-5
- The Mother, Lotus Press, Twin Lakes, Wisconsin ISBN 0-941524-79-5
- Rebirth and Karma, Lotus Press, Twin Lakes, Wisconsin ISBN 0-941524-63-9
- Savitri: A Legend and a Symbol, Lotus Press, Twin Lakes, Wisconsin ISBN 0-941524-80-9
- Secret of the Veda, Lotus Press, Twin Lakes, Wisconsin ISBN 0-914955-19-5
- Sri Aurobindo Primary Works Set 12 vol. US Edition, Lotus Press, Twin Lakes, Wisconsin ISBN 0-941524-93-0
- Sri Aurobindo Selected Writings Software CD ROM, Lotus Press, Twin Lakes, Wisconsin ISBN 0-914955-88-8
- The Synthesis of Yoga, Lotus Press, Twin Lakes, Wisconsin ISBN 0-941524-65-5
- The Upanishads, Lotus Press, Twin Lakes, Wisconsin ISBN 0-914955-23-3
- Vedic Symbolism, Lotus Press, Twin Lakes, Wisconsin ISBN 0-941524-30-2
- The Essential Aurobindo - Writings of Sri Aurobindo ISBN 978-0-9701097-2-9
- The Powers Within, Lotus Press. ISBN 978-0-941524-96-4
- Human Cycle, Ideal of Human Unity, War and Self Determination by Aurobindo, Lotus Press. ISBN 81-7058-014-5
- Hour of God by Sri Aurobindo, Lotus Press. ISBN 81-7058-217-2
- ↑ Savitri: A Legend and a Symbol, Book XI: The Book of Everlasting Day, Canto I: The Eternal Day: The Soul's Choice and The Supreme Consummation, p 709
- ↑ Ghose A., McDermott, R.A. - Essential Aurobindo, SteinerBooks (1994) ISBN 0-940262-22-3.
- ↑ Heehs, P., The Lives of Sri Aurobindo, 2008, New York: Columbia University Press ISBN 978-0-231-14098-0
- ↑ The lives of Sri Aurobindo, Peter Heehs, ISBN 0-231-14098-3, Introduction
- ↑ The Hour of God, Sri Aurobindo, Sri Aurobindo Ashram Publications Department (2006), ISBN 978-81-7058-834-4
- ↑ Arvind Krishna Mehrotra, A history of Indian literature in English 116 [୧]
|
|
|
| ଶିକ୍ଷକ |
|
|
|
| ପ୍ରଭାବିତ ହୋଇଥିଲେ |
|
|
| କାର୍ଯ୍ୟ ଓ ଦର୍ଶନ |
|
|
| ପ୍ରତିଷ୍ଠାନ |
|
|
| ପ୍ରଭାବିତ କରିଥିଲେ |
|
|
| Persondata |
| Name |
Aurobindo, Sri |
| Alternative names |
|
| Short description |
|
| Date of birth |
15 August 1872 |
| Place of birth |
Calcutta (now Kolkata), India |
| Date of death |
5 December 1950 |
| Place of death |
Pondicherry, French India |