ହିନ୍ଦୁ ଧର୍ମ

ଉଇକିପିଡ଼ିଆ ରୁ

ହିନ୍ଦୁ ମାନଙ୍କର ଧର୍ମକୁ ହିନ୍ଦୁ ଧର୍ମକୁହାଯାଏ। ୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ, ଖ୍ରୀଷ୍ଟଇସଲାମ ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ। ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତନେପାଳରେ ବସବାସ କରନ୍ତି। [୧]

ସ୍ଥାପନ[ସମ୍ପାଦନା]

ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ।ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ଵାସରୁ ଉତ୍ପନ ହେଇଛି।ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାସଶୀଳ ଧର୍ମ କୁହାଯାଏ।ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ।ସେଥିପାଇଁ ନିଜର ମନ,ବଚନ ଓ କର୍ମ ଦ୍ଵାରା ହିଂସା ଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ।ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା।ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।

ନାମକରଣ[ସମ୍ପାଦନା]

ହିନ୍ଦୁ ଶବ୍ଦଟି ସିନ୍ଧୁନଦୀ ରୁ ଆସିଅଛି।ସିନ୍ଧୁନଦୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବିକ ଅଧିବାସୀ ମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀର ପୂର୍ବଦେଶ ହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ

ପ୍ରାଚୀନ ଇତିହାସ[ସମ୍ପାଦନା]

ଧର୍ମ ବିଶ୍ଵାସ[ସମ୍ପାଦନା]

ଅନ୍ୟ ଧର୍ମ ପରି ଏଇ ଧର୍ମରେ କୌଣସି ସଂସ୍ଥାପକ ନାହାନ୍ତି, ଏହାର ଧର୍ମଗ୍ରନ୍ଥ, ନୈତିକ ଉପଦେଶ, ଦେବତା, ଶାସ୍ତ୍ର କୌଣସି ଗୋଟିଏ ନୁହେଁ, ଏହାର କୌଣସି ମୌଳିକ ଧର୍ମୀୟ ଅଧିକାରୀ ବା ମୁଖ୍ୟ ନାହାନ୍ତି କିମ୍ବା ଏଥିରେ ମସିହା(ପୟଗମ୍ବର)ବାଦ ନାହିଁ। [୧]

ଦେବାଦେବୀ[ସମ୍ପାଦନା]

ବେଦ[ସମ୍ପାଦନା]

ଗ୍ରନ୍ଥ[ସମ୍ପାଦନା]

ହିନ୍ଦୁଧର୍ମରେ ଅନେକ ଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣମହାକାବ୍ୟ ମଧ୍ୟରେ ରାମାୟଣମହାଭାରତଅନ୍ୟତମଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି ବେଦର ସାର ବୋଲି କୁହାଯାଏ।

ଧର୍ମଗୁରୁ[ସମ୍ପାଦନା]

ସ୍ଵାମିଇ ବିବେକାନନ୍ଦ

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

Listen to this article (4 parts) · (info)
Part 1 • Part 2 • Part 3 • Part 4
This audio file was created from a revision of the "ହିନ୍ଦୁ ଧର୍ମ" article dated 2006-03-03, and does not reflect subsequent edits to the article. (Audio help)
More spoken articles
Audio'