ହିନ୍ଦୁ ଦେବାଦେବୀ
ଉଇକିପିଡ଼ିଆ ରୁ
ଦେବ[ସମ୍ପାଦନା]
- ତ୍ରିଦେବ: ବ୍ରହ୍ମା, ବିଷ୍ଣୁ ଓ ଶିବ
- ପଞ୍ଚ ଦେବତା: ଗଣେଶ, ବିଷ୍ଣୁ, ମହାଦେବ, ପାର୍ବତୀ ଓ ସୂର୍ଯ୍ୟ
- ଅଷ୍ଟଭୈରବ: ମହାଭୈରବ, ସଂହାର ଭୈରବ, ଅସିତାଙ୍ଗ ଭୈରବ, ରୁରୁଭୈରବ, କାଳଭୈରବ, କ୍ରୋଧ ଭୈରବ, ତାମ୍ରଚୂଡ଼ ଭୈରବ ଓ ଚନ୍ଦ୍ରଚୂଡ଼ ଭୈରବ
- ଦ୍ଵାଦଶ ମାଧବ: ଆଦି ମାଧବ, ବରାହ ମାଧବ, ଅନନ୍ତ ମାଧବ, ଯୋଗ ମାଧବ, ଚମ୍ପକ ମାଧବ, ହରିହର ମାଧବ, ସିଦ୍ଧ ମାଧବ, ଗଦାଧର ମାଧବ, ପୁରୁଷୋତ୍ତମ ମାଧବ, ନରକାନ୍ତକ ମାଧବ, ଭୋଗ ମାଧବ ଓ ବାସୁଦେବ ମାଧବ
- ରାମ: ସୀତାପତି ରାମ, ଧନୂର୍ଦ୍ଧାରୀ ରାମ
- କୃଷ୍ଣ
- କାର୍ତ୍ତିକେୟ
- ହନୁମାନ
- ଇନ୍ଦ୍ର
- ଗଣେଶ: ଏକଦନ୍ତ, ମହାକାୟ, କପିଳ, ଗଜକର୍ଣ୍ଣ, ଲମ୍ବୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର, ଗଜାନନ
- ବରାହ: ଯଜ୍ଞ ବରାହ, ଲକ୍ଷ୍ମୀ ବରାହ, ଶ୍ଵେତ ବରାହ
- ନାରାୟଣ: ଅନନ୍ତଶାୟୀ ନାରାୟଣ, ଲକ୍ଷ୍ମୀ ନାରାୟଣ
- ନୃସିଂହ: ଅଭୟ ନୃସିଂହ, ଲକ୍ଷ୍ମୀ ନୃସିଂହ, ଉଗ୍ର ନୃସିଂହ, ଭୀମ ନୃସିଂହ, ବୀର ନୃସିଂହ
ଦେବୀ[ସମ୍ପାଦନା]
- ମହାଦେବୀ: ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ
- ସପ୍ତମାତୃକା: ବାରାହୀ, ଐନ୍ଦ୍ରୀ, ବୈଷ୍ଣବୀ, ବ୍ରାହ୍ମୀ, କୌମାରୀ, ମାହେଶ୍ଵରୀ ଓ ନାରସିଂହୀ
- ଅଷ୍ଟଚଣ୍ଡୀ: ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଅତିଚଣ୍ଡା, ଚାମୁଣ୍ଡା, ଚଣ୍ଡା ଓ ଚଣ୍ଡବତୀ
- ଅଷ୍ଟଭୈରବୀ: ସିଦ୍ଧେଶ୍ଵରୀ, ନୀଳାକ୍ଷୀ, ଉତ୍ତରେଶ୍ଵରୀ, ଭଗବତୀ, କ୍ରୋଟବୀଶ୍ଵରୀ, ଭୀମାବତୀ, କ୍ରୋଡ଼ବାସିନୀ ଓ ସନ୍ଥେଶ୍ଵରୀ
- ନବଦୁର୍ଗା: ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ ଓ ମହାଗୌରୀ
- ଦଶମହାବିଦ୍ୟା: କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ଵରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳା
- ଆଦି ପରାଶକ୍ତି
- ଦେବୀ
- ସରସ୍ଵତୀ
- ଲକ୍ଷ୍ମୀ
- ସତୀ
- ପାର୍ବତୀ
- ଦୁର୍ଗା
- ସୀତା
- ରାଧା
ଅଧିକ ତଥ୍ୟ[ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Hindu deities ଉପରେ ମାଧ୍ୟମ ରହିଅଛି |
- A chart of the main Hindu deities (with pictures)
|
|||||||||||||
|
||||||||||||||
|
||||||||||||||||||||||||||||||||||||||