ଅଯୋଧ୍ୟା

ଉଇକିପିଡ଼ିଆ ରୁ
ଅଯୋଧ୍ୟା
ସହର
Ayodhya
Ayodhya
ଅଯୋଧ୍ୟା Uttar Pradeshରେ ଅବସ୍ଥିତ ।
ଅଯୋଧ୍ୟା
ଅଯୋଧ୍ୟା
Coordinates: 26°48′N 82°12′E / 26.80°N 82.20°E / 26.80; 82.20ଦିଗବାରେଣି: 26°48′N 82°12′E / 26.80°N 82.20°E / 26.80; 82.20
ଦେଶ ଭାରତ
ରାଜ୍ୟ ଉତ୍ତର ପ୍ରଦେଶ
ଜିଲ୍ଲା ଫୈଜାବାଦ
କ୍ଷେତ୍ରଫଳ
 • ମୋଟ ୧୦.୨୪ km (୩.୯୫ sq mi)
ଉଚ୍ଚତା 93 m (305 ft)
ଜନସଂଖ୍ୟା (2001)
 • ମୋଟ ୪୯,୬୫୦
 • ଘନତା /km (୧୩,୦୦୦/sq mi)
ଭାଷା
 • ସରକାରୀ ହିନ୍ଦୀ ଭାଷା
ସମୟ ମଣ୍ଡଳ IST (UTC+5:30)
PIN 224123
Telephone code 05278
ଗାଡି ପଞ୍ଜୀକରଣ UP-42

ଆଯୋଧ୍ୟା, ଉତ୍ତର ପ୍ରଦେଶ ରାଜ୍ୟର ଫୈଜାବାଦ ଜିଲ୍ଲାର ଏକ ପ୍ରାଚୀନ ସହର , ଯାହା ପ୍ରାଚୀନ ଅବଧର ରାଜଧାନୀ ଥିଲା । ଅଯୋଧ୍ୟା ଭଗବାନ ରାମଚନ୍ଦ୍ରଙ୍କ ଜନ୍ମଭୂମି ହେଇଥିବାରୁ ପବିତ୍ର ଯାତ୍ରାଧାମ ରୂପେ ପ୍ରସିଦ୍ଧ ।

ଭୂଗୋଳ[ସମ୍ପାଦନା]

ଦିଲ୍ଲୀ ଠାରୁ ୫୫୫ କି.ମି ଦୂର ଏହି ସହର ସରଯୁ ନଦୀର ଡାହାଣ ପାର୍ଶ୍ଵରେ ଅବସ୍ତିତ । [୧]ସଂସ୍କୃତ ଭାଷାରେ ଅଯୋଧ୍ୟାର ଅର୍ଥ ଯାହା ସମ୍ମୁଖରେ ଯୁଦ୍ଧ କରିନ ହେବ। ହରିଦ୍ଵାର ସମୁଦ୍ର ଉଚ୍ଚାଇ ଠାରୁ ୩୧୩୯ ମିଟର ଉଚ୍ଚରେ ଅବସ୍ତିତ ।

ଇତିହାସ[ସମ୍ପାଦନା]

ପ୍ରକୃତି ପ୍ରେମୀଙ୍କ ପାଇଁ ହରିଦ୍ଵାର ସ୍ଵର୍ଗ ସମାନ ଅଟେ । ହରିଦ୍ଵାର ଭାରତୀୟ ସଂସ୍କୃତି ଏବଂ ସଭ୍ୟତାରେ ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ । ପୌରାଣିକ ଆଖ୍ୟାନୁସାରେ ହରିଦ୍ଵାର ପୁରାଣରେ କପିଳସ୍ଥାନ, ଗଙ୍ଗାଦ୍ଵାର ଓ ମାୟାପୁରୀ ନାମରେ ବର୍ଣ୍ଣିତ । ହରିଦ୍ଵାର ଚାରିଧାମ ର ପ୍ରବେଶ ଦ୍ଵାର ଅଟେ । (ଉତ୍ତରା ଖଣ୍ଡରେ ଅବସ୍ତିତ ଚାରିଧାମ ଅର୍ଥତ - ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ)

ପୌରାଣିକ[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]