ଆଦି ଶଙ୍କରାଚାର୍ଯ୍ୟ
ଉଇକିପିଡ଼ିଆ ରୁ
| ଆଦି ଶଙ୍କରାଚାର୍ଯ୍ୟ आदिशङ्कराचार्यः |
|
|---|---|
ଆଦି ଶଙ୍କର ଶିଷ୍ୟମାନଙ୍କ ସହିତ |
|
| ଜନ୍ମ | ଶଙ୍କର ୭୮୮ ଖ୍ରୀଷ୍ଟାବ୍ଦ କାଲାଡ଼ି ଗ୍ରାମ, ଚେର ସାମ୍ରାଜ୍ୟ (ବର୍ତ୍ତମାନର କେରଳ, ଭାରତ) |
| ମୃତ୍ୟୁ | ୮୨୦ ଖ୍ରୀଷ୍ଟାବ୍ଦ[୧] କେଦାରନାଥ, ପାଳ ସାମ୍ରାଜ୍ୟ (ବର୍ତ୍ତମାନର ଉତ୍ତରାଖଣ୍ଡ , ଭାରତ) |
| ଉପାଧି/ ସମ୍ମାନ | ହିନ୍ଦୁ ଧର୍ମର ପୁନଃ ସ୍ଥାପନା,ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା,ବେଦାନ୍ତ ପ୍ରଚାର |
| ଗୁରୁ | ଗୋବିନ୍ଦ ଭଗବଦ୍ ପାଦ |
| ଦର୍ଶନ | ଅଦ୍ଵୈତ ବେଦାନ୍ତ |
| ବାଣୀ | ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା ଓ ଜୀବ-ବ୍ରହ୍ମ ଅଭେଦ |
ଆଦି ଶଙ୍କର (ସଂସ୍କୃତ : आदिशङ्करः) (୭୮୮- ୮୨୦ ଖ୍ରୀଷ୍ଟାବ୍ଦ) ଏକାଧାରରେ ଜଗତର ଅନ୍ୟତମ ଧର୍ମଗୁରୁ, ଦାର୍ଶନିକ, ସମାଜ ସଂସ୍କାରକ ଓ ବେଦାନ୍ତର ମୂଖ୍ୟ ପ୍ରବକ୍ତା । ସେ ଆଦି ଶଙ୍କର ଓ ଶଙ୍କର ଭଗବତ୍ ପାଦ ନାମରେ ମଧ୍ୟ ପରିଚିତ । ଅଦ୍ଵୈତ ବେଦାନ୍ତ ର ଶେଷ୍ଠ ପ୍ରବକ୍ତା ରୂପରେ ସେ ବିଶ୍ଵର ଦାର୍ଶନିକ ମଣ୍ଡଳୀରେ ସ୍ଵୀକୃତ ଓ ସମାଦୃତ । ସେ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ । ହିନ୍ଦୁ ଧର୍ମର ପୁନଃ ସ୍ଥାପନା ଏବଂ ସମାଜ ସଂସ୍କାରରେ ତାଙ୍କର ଦାନ ଅତୂଳନୀୟ [୨]
ଜୀବନୀ [ସମ୍ପାଦନା]
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
| Wikisource has original works written by or about: ଆଦି ଶଙ୍କରାଚାର୍ଯ୍ୟ |
| ଉଇକିପିଡ଼ିଆ କମନସରେ: ଆଦି ଶଙ୍କରାଚାର୍ଯ୍ୟ ଉପରେ ମାଧ୍ୟମ ରହିଅଛି |
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |