ରମଣ ମହର୍ଷି

ଉଇକିପିଡ଼ିଆ ରୁ
ରମଣ ମହର୍ଷି

ରମଣ ମହର୍ଷି ୬୦ବର୍ଷ ବୟସରେ
ଜନ୍ମ ଭେଙ୍କଟରମଣ ଆୟର
୩୦ ଡିସେମ୍ବର ୧୮୭୯(1879-12-30)
ତିରୁଚୁଲି
ମୃତ୍ୟୁ ୧୪ ଏପ୍ରିଲ, ୧୯୫୦ (୭୦ ବର୍ଷ)
ରମଣ ଆଶ୍ରମ,ଅରୁଣାଚଳ
ଦର୍ଶନ ବେଦାନ୍ତ

ରମଣ ମହର୍ଷି(ତାମିଲ: ரமண மஹரிஷி)(ଡିସେମ୍ବର ୩୦,୧୮୭୯-ଏପ୍ରିଲ ୧୪,୧୯୫୦), ବିଶିଷ୍ଟ ହିନ୍ଦୁ ଧର୍ମ ଗୁରୁ ଓ ଦାର୍ଶନିକ ଥିଲେ ।