ପୁରାଣ ୩ପ୍ରକାର ଯଥା ୧. ମହାପୁରାଣ, ୨. ଉପପୁରାଣ ଓ ୩. ଅତିରିକ୍ତ ପୁରାଣ
| ନାମ |
ଶ୍ଲୋକ ସଂଖ୍ୟା |
ପ୍ରଚାରକ ମୁନି |
ପ୍ରଧାନ ବିଷୟ |
- |
| ବ୍ରହ୍ମ |
୧୦,୦୦୦ |
ବ୍ୟାସଶିଷ୍ୟ ଲୋମହର୍ଷଣ |
ସୂର୍ଯ୍ୟଦେବ |
|
| ପଦ୍ମ |
୫୫,୦୦୦ |
ଲୋମହର୍ଷଣ ସୁତ ଉଗ୍ରଗ୍ରୀବା |
ସୃଷ୍ଟି ବର୍ଣ୍ଣନା |
|
| ବିଷ୍ଣୁ |
୨୩,୦୦୦ |
ପରାଶର |
ସୃଷ୍ଟିବୃତ୍ତାନ୍ତ ଓ ଇତିହାସ |
|
| ଶିବ (ବା ବାୟୁ) |
୨୪,୦୦୦ |
ସୂତ |
ମହାଦେବ |
|
| ଭାଗବତ |
୧୮,୦୦୦ |
ଶୁକ |
ବିଷ୍ଣୁ |
|
| ନାରଦୀୟ |
୨୫,୦୦୦ |
ନାରଦ |
ବିଷ୍ଣୁ |
|
| ମାର୍କଣ୍ଡେୟ |
୯,୦୦୦ |
ମାର୍କଣ୍ଡେୟ |
ଦୁର୍ଗା |
|
| ଅଗ୍ନି |
୧୫,୦୦୦ |
ବ୍ୟାସଶିଷ୍ୟ ସୁତ |
ଅବତାର ଓ ରାଜବଂଶାବଳୀ |
|
| ଭବିଷ୍ୟ |
୧୪,୫୦୦ |
ବ୍ୟାସ |
ଭବିଷ୍ୟତ ଘଟଣାବଳୀ |
|
| ବରାହ |
୨୪,୦୦୦ |
ବ୍ୟାସ |
ବରାହ ଅବତାର |
|
| ବ୍ରହ୍ମବୈବର୍ତ୍ତ |
୧୮,୦୦୦ |
ସୁତ |
ଶ୍ରୀକୃଷ୍ଣ |
|
| ଲିଙ୍ଗ |
୧୧,୦୦୦ |
ସୁତ |
ମହାଦେବ |
|
| ସ୍କନ୍ଦ |
୮୧,୧୦୦ |
ବ୍ୟାସ |
ମହାଦେବ |
|
| ବାମନ |
୧୦,୦୦୦ |
ବ୍ୟାସଶିଷ୍ୟ ଲୋମହର୍ଷଣ |
ତ୍ରିବର୍ଣ୍ଣ ଓ ବାମନ ଅବତାର |
|
| କୂର୍ମ |
୧୭,୦୦୦ |
ବ୍ୟାସ |
ଚତୁର୍ବର୍ଗ |
|
| ମତ୍ସ୍ୟ |
୧୪,୦୦୦ |
ବ୍ୟାସ |
ସୃଷ୍ଟି ବର୍ଣ୍ଣନ |
|
| ଗରୁଡ଼ |
୧୯,୦୦୦ |
ବ୍ୟାସ |
ଗରୁଡ଼ |
|
| ବ୍ରହ୍ମାଣ୍ଡ |
୧୨,୦୦୦ |
ବ୍ୟାସ |
ସୃଷ୍ଟିଠାରୁ ପ୍ରଳୟ ପର୍ଯ୍ୟନ୍ତ |
|
- ସନତ୍କୁମାର
- ନରସିଂହ
- ନାରଦ
- ଶୈବଧର୍ମ
- ଦୁର୍ବାସା
- ନାରଦୀୟ
- କପିଳ
- ମାନବ
- ଔଶନସ
- ବ୍ରହ୍ମାଣ୍ଡ
- ବାରୁଣ
- କାଳିକା
- ମାହେଶ୍ବର
- ଶାମ୍ବ
- ସୌର
- ପରାଶର
- ମାରୀଚ
- ଭାର୍ଗବ (ମତାନ୍ତରେ ଦେବୀ ଭାଗବତ)
- ନନ୍ଦିକେଶ୍ଵର
- ଶୁକ୍ର
- ବଶିଷ୍ଠ
- ଭାଗୁରି
- ମନୁ
- ବାୟୁ
- ମାହେଶ
- କଳ୍କୀ
- ଶୈବ
- ଆଦିତ୍ୟ
- ଆଦି
- ଶମ୍ଭୁ
- ବିଶିଷ୍ଟ କୃତ ଲିଙ୍ଗ
- ବିଷ୍ଣୁ ଧର୍ମୋତ୍ତର୍
- ବୃହଦ୍ଧର୍ମ
- ଧର୍ମ
- ଗୌରୀ
- ନୀଳ
- ଗଣେଶ
- ଆତ୍ମ
- ବିଷ୍ଣୁକେଶରୀ
- ଭାଗବତଭୂଷଣ
- ଭାଗବତାମୃତ
- ଭାଗବତାମୃତସାର
- ମହାଭାଗବତ
- କାଳୀ
- ଦେବୀ
- ଭାସ୍ଵର
- ପୁରୁଷୋତ୍ତମପ୍ରସାଦ
- Śrīmad-Bhāgavatam Full text of the Bhāgavata Purāṇa, with the original Sanskrit, word-for-word meanings, translation, and commentary.
- The Vishnu Purana Full text of the H.H. Wilson translation at sacred-texts.com