ଅଚ୍ୟୁତାନନ୍ଦ ଦାସ

ଉଇକିପିଡ଼ିଆ ରୁ
ଅଚ୍ୟୁତାନନ୍ଦ ଦାସ
ଜନ୍ମ ଓ ଜନ୍ମସ୍ଥାନ ୧୦ ଜାନୁଆରି ୧୫୧୦(1510-01-10)[୧]
(ମାଘ ଶୁକ୍ଳ ଏକାଦଶୀ)[୨]
ତିଳକଣା, ନେମାଳ, କଟକ[୩]
ତିରୋଧାନ ଜ୍ୟୈଷ୍ଠ ଶୁକ୍ଳ ଏକାଦଶୀ
ଜାତୀୟତା  ଭାରତୀୟ
ଜୀବିକା ପୌରାଣିକ କବି
ଜଣାଶୁଣା କାମସବୁ ହରିବଂଶ

ଅଚ୍ୟୁତାନନ୍ଦ ଦାସ ଓଡ଼ିଶାରେ ୧୬ଶ ଖ୍ରୀ.ରେ ଜନ୍ମିତ ଓଡ଼ିଆ ଭାଷାର ଜଣେ କବି ଥିଲେ । ସେ ଓଡ଼ିଆରେ ପୁରାଣ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା ଏବଂ ବହୁ ଭଜନ, ଚୌପଦୀ ଓ ଜଣାଣ ରଚନା କରିଯାଇଛନ୍ତି ।[୪]


ଅଚ୍ୟୁତାନନ୍ଦ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।

ରଚନାବଳୀ[ସମ୍ପାଦନା]

  • ହରିବଂଶ
  • ଶୂନ୍ୟସଂହିତା
  • ଆଗତ-ଭବିଷ୍ୟ ମାଳିକା
  • ଗୋପାଳଙ୍କ ଓଗାଳି ଓ ଲଉଡ଼ି ଖେଳ
  • ଗୁରୁଭକ୍ତି ଗୀତା

ଆଧାର[ସମ୍ପାଦନା]

  1. "Astrology Lineage « VedaVyasaCenter". vedavyasacenter.org. http://vedavyasacenter.org/teachers/freedom-cole/parampara/. Retrieved 21 February 2013. "Orissa in 1510 on Magha Sukla Ekadasi (January 10, 1510)" 
  2. "Birth of Shri Achyuta". garoiashram.org. 2011. http://www.garoiashram.org/english/birth-of-achyuta.html. Retrieved 21 February 2013. "1510 AD on a 'Magha Sukla Ekadasi'" 
  3. "Welcome to Trahi Achyuta Ashram". trahiachyuta.com. http://www.trahiachyuta.com/Achyutananda/3. Retrieved 21 February 2013. "He was born in Tilakana near Nemala, Cuttack, in 1485" 
  4. ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. ପୃ. ୧୧୪-୧୧୭

ଅଧିକ ତଥ୍ୟ[ସମ୍ପାଦନା]