ଜ୍ୟୈଷ୍ଠ

ଉଇକିପିଡ଼ିଆ ରୁ

[ଏହାକୁ ବଦଳାନ୍ତୁ] ଜ୍ୟୈଷ୍ଠ

ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ 'ଜ୍ୟୈଷ୍ଠ' ବା 'ଜ୍ୟେଷ୍ଠ' ମାସ କୁହାଯାଏ ୤

  • ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ୤
  • ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବୈଶାଖ ଗ୍ରୀଷ୍ମ ଋତୁ ୤ ଜ୍ୟୈଷ୍ଠ ଗ୍ରୀଷ୍ମ ଋତୁର ଶେଷ ମାସ ୤

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା