| ଜଗଦୀଶ ମହାନ୍ତି |

ଜଗଦୀଶ ମହାନ୍ତି |
| ଜନ୍ମ |
୪ ଜାନୁଆରି ୧୯୫୧ (1951-01-04) (୬୨ ବର୍ଷ)
ଝାରସୁଗୁଡ଼ା, ଓଡ଼ିଶା |
| ବୃତ୍ତି |
ଔପନ୍ୟାସିକ, ଗାଳ୍ପିକ, କବି, ପ୍ରାବନ୍ଧିକ |
| ଜାତୀୟତା |
ଭାରତୀୟ |
| କାଳ |
ଅଧୁନା |
ଜଗଦୀଶ ମହାନ୍ତି(୧୯୫୧ରେ ଜନ୍ମିତ) ଜଣେ ଜଣାଶୁଣା ଓଡ଼ିଆ ଲେଖକ,[୧] ଓଡ଼ିଆ ଗଳ୍ପରେ ନୂଆ ଧାରାର ଆବାହକ ଭାବରେ ସେ ପରିଚିତ ।
ସେ ଖ୍ୟାତନାମା ଓଡ଼ିଆ ଲେଖିକା ସରୋଜିନୀ ସାହୁଙ୍କୁ ବିବାହ କରିଛନ୍ତି । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।[୨]
ସାହିତ୍ୟ ସର୍ଜନା [ସମ୍ପାଦନା]
- କନିଷ୍କ କନିଷ୍କ
- ନିଜ ନିଜ ପାନିପଥ
- ଉତ୍ତରାଧିକାର
- ଦୁର୍ଦ୍ଦିନ
- ଅଦୃଶ୍ୟ ସକାଳ
- ଏକାକୀ ଅଶ୍ଵରୋହୀ
- ଦକ୍ଷିଣ ଦୁଆରୀ ଘର
- ଇର୍ଷା ଏକ ଋତୁ
- ଆଲବମ
- ଦିପହର ଦେଖିନଥିବା ଲୋକଟିଏ
- ଯୁଦ୍ଧକ୍ଷେତ୍ରେ ଏକା
- ମେଫେଷ୍ଟୋଫେଲେସ-ର ପୃଥିବୀ
- ନିଆଁ ଓ ଅନ୍ୟାନ୍ୟ ଗଳ୍ପ
- ସୁନା ଇଲିସି
- ସୁନ୍ଦରତମ ପାପ
- ସତୁରୀର ଜଗଦୀଶ
- ବୀଜ ବୃକ୍ଷ ଛାୟା
ପୁରସ୍କାର ଓ ସମ୍ମାନ [ସମ୍ପାଦନା]
- ସାରଳା ପୁରସ୍କାର[୩] (୨୦୦୩), ବହି- ସୁନା ଇଲିସି
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୯୦)- କନିଷ୍କ କନିଷ୍କ
- ଝଙ୍କାର ପୁରସ୍କାର (୧୯୮୫)
- ଧରିତ୍ରୀ ପୁରସ୍କାର
- ପ୍ରଜାତନ୍ତ୍ର ପୁରସ୍କାର
- ଉତ୍କଳ ସାହିତ୍ୟ ସମାଜ କଥା ସମ୍ମାନ[୪]
- ଭୁବନେଶ୍ଵର ପୁସ୍ତକମେଳା ପୁରସ୍କାର