ମାଘ
ଉଇକିପିଡ଼ିଆ ରୁ
ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମାବିଶିଷ୍ଟ ଚାନ୍ଦ୍ରମାସକୁ 'ମାଘ' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ପୌଷ ଓ ପରବର୍ତ୍ତୀ ମାସ ଫାଲ୍ଗୁନ । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ ।
ପର୍ବପର୍ବାଣୀ [ସମ୍ପାଦନା]
- କୃଷ୍ଣ ଏକାଦଶୀ: ଓଳାଶୁଣୀ ମେଳା
- ଅମାବାସ୍ୟା: ମୌନି ଅମାବାସ୍ୟା
- ଶୁକ୍ଳ ଚତୁର୍ଥୀ: ତିଳ ଚତୁର୍ଥୀ
- ଶୁକ୍ଳ ପଞ୍ଚମୀ (ଶ୍ରୀପଞ୍ଚମୀ): ସରସ୍ଵତୀ ପୂଜା
- ଶୁକ୍ଳ ସପ୍ତମୀ: ରଥ ସପ୍ତମୀ
- ଶୁକ୍ଳ ଏକାଦଶୀ: ଭୀଷ୍ମ ଏକାଦଶୀ
- ପୂର୍ଣ୍ଣିମା: ଯୋରନ୍ଦା ମେଳା
ଆଧାର [ସମ୍ପାଦନା]
|
|||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |