Jump to content

ସହରୀ ବାଘ

ଉଇକିପିଡ଼ିଆ‌ରୁ
(Sahari Baghaରୁ ଲେଉଟି ଆସିଛି)
ସହରୀ ବାଘ
Mohammad Mohsin on the sets of Sahari Bagha
ସୁଟିଂ ସମୟରେ ଅଭିନେତା ବିଜୟ ମହାନ୍ତିଙ୍କ ସହ ନିର୍ଦ୍ଦେଶକ ମହମ୍ମଦ ମହସୀନ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକନରେଶ ମାଲହୋତ୍ରା
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀମହମ୍ମଦ ମହସୀନ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି
ଅପରାଜିତା ମହାନ୍ତି, ଦେବୁ ବୋଷ
ସଙ୍ଗୀତଅକ୍ଷୟ ମହାନ୍ତି, ମହମ୍ମଦ ମୁସୀର
ଚିତ୍ରଗ୍ରହଣଅଶୋକ ସ୍ୱାଇଁ
ସମ୍ପାଦକଏ. ଶ୍ରୀକର ପ୍ରସାଦ, ଏ ସଞ୍ଜିବୀ
ମୁକ୍ତିଲାଭ ତାରିଖ
୧ ଅକ୍ଟୋବର ୧୯୮୫
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୩୨ଲକ୍ଷ ୪୦ହଜାର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସହରୀ ବାଘ ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।

ସଂକ୍ଷିପ୍ତ କାହାଣୀ

[ସମ୍ପାଦନା]

ଏକ ଅନାଥ ଶିଶୁ ଜଗନକୁ ପାଳି ପୋଷି ମଣିଷ କରେ ଜଣେ ବୁଢ଼ୀ ୤ ବଡ଼ ହେବାପରେ ଜଗନ (ବିଜୟ ମହାନ୍ତି) ସେହି ଗାଆଁର ଶିକ୍ଷକ (ହେମନ୍ତ ଦାସ)ଙ୍କ ଝିଅ ମୀନୁ (ଅପରାଜିତା)କୁ ମନେ ମନେ ଭଲପାଏ, କିନ୍ତୁ ପ୍ରକାଶ କରେ ନାହିଁ ୤ ମୀନୁ ଉପରେ ସେହି ଗାଆଁର ଶିବୁ (ଅସିତ ପତି)ର ଲୋଲୁପ ଦୃଷ୍ଟି ଥାଏ ୤ ସେହି ଗାଆଁରେ ନିଯୁକ୍ତି ପାଇଥିବା ଡାକ୍ତର (ଉତ୍ତମ ମହାନ୍ତି) ମଧ୍ୟ ଭଲ ପାଆନ୍ତି ମୀନୁକୁ ୤ ଏହି ତ୍ରିକୋଣୀୟ ପ୍ରେମ କାହାଣୀର ପରିଶେଷରେ ଡାକ୍ତର ଓ ମୀନୁଙ୍କର ମିଳନ ହୁଏ ୤

ଅଭିନୟ

[ସମ୍ପାଦନା]
  • ରୂପା ଶଗଡ଼ିରେ ସୁନା କନିଆଁ

ଗୀତ ରଚନା

[ସମ୍ପାଦନା]
  • ଦେବଦାସ ଛୋଟରାୟ, ଶ୍ରୀର୍ଷାନନ୍ଦ, ଅକ୍ଷୟ ମହାନ୍ତି
  1. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
  2. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
  3. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  4. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]