ହିସାବ କରିବ କାଳିଆ

ଉଇକିପିଡ଼ିଆ‌ରୁ
(Hisaba Kariba Kaliaରୁ ଲେଉଟି ଆସିଛି)
ହିସାବ କରିବ କାଳିଆ
ନିର୍ଦ୍ଦେଶକସୁମନ୍ତ ଦେ
ଚିତ୍ରନାଟ୍ୟସୁମନ୍ତ ଦେ
କାହାଣୀସୁମନ୍ତ ଦେ
କଳାକାରମିହିର ଦାସ
ଦେବୁ ବୋଷ
ଶ୍ରୀରାମ ପଣ୍ଡା
ବୈଶାଳୀ ପରିଡ଼ା
ଦୁଃଖିରାମ ସ୍ୱାଇଁ
ରାଇମୋହନ ପରିଡ଼ା
ସଙ୍ଗୀତମହମ୍ମଦ ମୁସୀର
ଚିତ୍ରଗ୍ରହଣରାଜୁ ମିଶ୍ର
ରଞ୍ଜନ
ଅଶୋକ ସ୍ୱାଇଁ[୧][୨]
ସମ୍ପାଦକମଣି
ମୁକ୍ତିଲାଭ ତାରିଖ
୧୨ ଡିସେମ୍ବର ୧୯୯୦[୩]
ଦେଶ ଭାରତ
ଭାଷାଓଡ଼ିଆ

ହିସାବ କରିବ କାଳିଆ, ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩] ସୁମନ୍ତ ଦେ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ମିହିର ଦାସ, ଦେବୁ ବୋଷ, ଶ୍ରୀରାମ ପଣ୍ଡା, ବୈଶାଳୀ ପରିଡ଼ା, ଦୁଃଖିରାମ ସ୍ୱାଇଁ, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ଅସୀତ ପତି, ଦେବୁ ବ୍ରହ୍ମା, ଗାଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ସିନେମାଟୋଗ୍ରାଫର ଅଶୋକ ସ୍ୱାଇଁଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀଙ୍କ ଶୋକ". ଫାଷ୍ଟମେଲ୍. 7 July 2018. Archived from the original on 20 September 2022. Retrieved 16 July 2018.
  2. "ଓଲିଉଡ୍‌ ସିନେମାଟୋଗ୍ରାଫର୍‌ ଅଶୋକ ସ୍ୱାଇଁଙ୍କ ପରଲୋକ". ପ୍ରତିନିଧି. 8 July 2018. Retrieved 16 July 2018.
  3. ୩.୦ ୩.୧ ୩.୨ "ହିସାବ କରିବ କାଳିଆ". CINE Critics. Retrieved 16 July 2018.[permanent dead link]
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  5. "ଶ୍ରୀରାମ ଓ ଶ୍ରୀତମଙ୍କ ମଧ୍ୟରେ ଅଛି ଏଇ ସମାନତା". sambad.in. 16 February 2017. Retrieved 16 July 2018.[permanent dead link]

ବାହାର ଆଧାର[ସମ୍ପାଦନା]