ବାଲେଶ୍ଵର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
(Balasore (Lok Sabha constituency)ରୁ ଲେଉଟି ଆସିଛି)
ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ | ||
---|---|---|
ଲୋକ ସଭା ନିର୍ବାଚନ ମଣ୍ଡଳୀ | ||
![]() ବାଲେଶ୍ୱରର ଲୋକ ସଭା ନିର୍ବାଚନ ମଣ୍ଡଳୀ | ||
| ||
ଦେଶ | ![]() | |
ରାଜ୍ୟ | ଓଡ଼ିଶା | |
ଜିଲା | ବାଲେଶ୍ୱର | |
ସରକାର | ||
• ସାଂସଦ | ଶ୍ରୀକାନ୍ତ ଜେନା | |
• ପରିଚାଳନା | ଲୋକ ସଭା | |
ସମୟ ମଣ୍ଡଳ | UTClatd = 21 (ଭା.ମା.ସ.) | |
ପିନ କୋଡ଼ | ୭୫୬xxx | |
ଏସଟିଡି କୋଡ଼ | ୦୮୬୭୨ | |
ୱେବସାଇଟ | baleswar.nic.in |
ବାଲେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦଗଣ[ସମ୍ପାଦନା]
- ୨୦୧୯: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଭାଜପା)[୩]
- ୨୦୧୪: ରବୀନ୍ଦ୍ର କୁମାର ଜେନା (ବିଜୁ ଜନତା ଦଳ)
- ୨୦୦୯: ଶ୍ରୀକାନ୍ତ ଜେନା, ଭାରତୀୟ ଜାତୀୟ କଂଗ୍ରେସ
- ୨୦୦୪: ଖାରବେଳ ସ୍ୱାଇଁ, ଭାରତୀୟ ଜନତା ପାର୍ଟି
- ୧୯୯୯: ଖାରବେଳ ସ୍ୱାଇଁ, (ଭାଜପା)
- ୧୯୯୮: ଖାରବେଳ ସ୍ୱାଇଁ, (ଭାଜପା)
- ୧୯୯୬: କାର୍ତ୍ତିକ ମହାପାତ୍ର, (କଂଗ୍ରେସ)
- ୧୯୯୧: କାର୍ତ୍ତିକେଶ୍ୱର ପାତ୍ର, (କଂଗ୍ରେସ)
- ୧୯୮୯: ସମରେନ୍ଦ୍ର କୁଣ୍ଡୁ, ଜନତା ଦଳ
- ୧୯୮୪: ଚିନ୍ତାମଣି ଜେନା, (କଂଗ୍ରେସ)
- ୧୯୮୦: ଚିନ୍ତାମଣି ଜେନା, (କଂଗ୍ରେସ)
- ୧୯୭୭: ସମରେନ୍ଦ୍ର କୁଣ୍ଡୁ, ଜନତା ଦଳ
- ୧୯୭୧: ଶ୍ୟାମସୁନ୍ଦର ମହାପାତ୍ର, (କଂଗ୍ରେସ)
- ୧୯୬୭: ସମରେନ୍ଦ୍ର କୁଣ୍ଡୁ, (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୨: ଗୋକୁଳାନନ୍ଦ ମହାନ୍ତି, (କଂଗ୍ରେସ)
- ୧୯୫୭: ଭାଗବତ ସାହୁ, (କଂଗ୍ରେସ)
- ୧୯୫୧: ଭାଗବତ ସାହୁ, (କଂଗ୍ରେସ)
ଆଧାର[ସମ୍ପାଦନା]
- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-16.