ବଳଭଦ୍ର ମାଝୀ

ଉଇକିପିଡ଼ିଆ ରୁ
(Balabhadra Majhi ରୁ ଲେଉଟି ଆସିଛି)
Jump to navigation Jump to search
ବଳଭଦ୍ର ମାଝୀ
ସାଂସଦ: ୧୬ଶ ଲୋକ ସଭା
In office
୨୦୧୪ – ୨୦୧୯
ପୂର୍ବ ଅଧିକାରୀପ୍ରଦୀପ କୁମାର ମାଝୀ
ପର ଅଧିକାରୀରମେଶ ଚନ୍ଦ୍ର ମାଝି
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଶ୍ରୀମତି ମାଝୀ
ପେଷାରାଜନୀତିଜ୍ଞ

ବଳଭଦ୍ର ମାଝୀ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "h Trends". Election Commission of India. Retrieved 18 May 2014.

ବାହାର ଆଧାର[ସମ୍ପାଦନା]