ଶନି ଶିଙ୍ଗଣାପୁର
ଦେଖଣା
ଶନିଦେବ
ସୋନାଇ | |
|---|---|
ଗାଁ | |
| ଦେଶ | |
| ରାଜ୍ୟ | ମହାରାଷ୍ଟ୍ର |
| ଜିଲ୍ଲା | ଅହମଦନଗର |
| Talukas | Nevasa |
| Area † | |
| • ସମୁଦାୟ | 82.36 km2 (31.80 sq mi) |
| Elevation | 499 m (1,637 ft) |
| ଭାଷା | |
| Time zone | UTC+୫.୩୦ (ଆଇ.ଏସ୍.ଟି) |
| ପିନ୍ | 414105 |
| ଦୁରଭାଷ କୋଡ | 02427 |
| ଅହମଦନଗରଠାରୁ ଦୂରତା | 35 kilometres (22 mi) |
| ଔରଙ୍ଗାବାଦଠାରୁ ଦୂରତା | 84 kilometres (52 mi) |
| ଶିରିଡିଠାରୁ ଦୂରତା | 60 kilometres (37 mi) |
| † Maharashtra Govt. gazetteer Website ‡Falling grain | |
ଶନି ଶିଙ୍ଗଣାପୁର [୧] ମହାରାଷ୍ଟ୍ରର ଏକ ଗାଁ । ଏହି ଗ୍ରାମରେ ଶନିଦେବଙ୍କର ପ୍ରମୁଖ ପୀଠ ଅଛି । ଭାରତରେ ଶନିଦେବଙ୍କର ଅନେକ ପୀଠ ମଧ୍ୟରେ ଶିଙ୍ଗଣାପୁର ପ୍ରମୁଖ କ୍ଷେତ୍ର । ଏହା ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ଉତ୍ତରରେ ୩୫ କି.ମି ଦୂର ନେବାସା ପଞ୍ଚାୟତର ଶିଙ୍ଗଣାପୁରଠାରେ ଅବସ୍ତିତ । [୨][୩] ଶିଙ୍ଗଣାପୁର ଏଥିପାଇଁ ମଧ୍ୟ ପ୍ରସିଦ୍ଧ ଯେ ଗାଁର କୈଣସି ଘରେ କବାଟ ନ ଥାଇ କେବଳ ଦୁଆରବନ୍ଧ ଅଛି। ଏହାସତ୍ତ୍ୱେ ସୂଚନା ଅନୁସାରେ ୨୦୧୦ ମସିହା ପର୍ଯ୍ୟନ୍ତ କୈଣସି ଚୋରୀ ହୋଇନାହି।
ମୁର୍ତ୍ତି
[ସମ୍ପାଦନା]ଶନିଦେବଙ୍କର ସ୍ୱୟମ୍ଭୁ ମୂର୍ତ୍ତି କଳାରଙ୍ଗର । ୫ ଫୁଟ ୯ ଇଞ୍ଚ ଉଚ୍ଚତା ଏବଂ ୧ ଫୁଟ ୬ ଇଞ୍ଚ ପ୍ରସ୍ତ ବିଶିଷ୍ଟ ଶନିଦେବଙ୍କର ପ୍ରତିମା ଖୋଲା ସ୍ଥାନରେ ବିରାଜମାନ ।
ମହିମା
[ସମ୍ପାଦନା]ଶିଙ୍ଗଣାପୁର ଗାଁ
[ସମ୍ପାଦନା]ଶନିବାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Sanger, Vasundhara (2008-06-03). "TOI". Timesofindia.indiatimes.com. Retrieved 2010-08-30.
- ↑ http://www.shanishinganapur.com/
- ↑ "ଆର୍କାଇଭ୍ କପି". Archived from the original on 2013-08-30. Retrieved 2012-10-03.
{{cite web}}: Cite has empty unknown parameter:|1=(help)