ରବିନାରାୟଣ ମହାପାତ୍ର

ଉଇକିପିଡ଼ିଆ‌ରୁ
ରବି ନାରାୟଣ ମହାପାତ୍ର
ରବି ନାରାୟଣ ମହାପାତ୍ର
ସଂଦସର ସଭା, ରାଜ୍ୟ ସଭା
କାର୍ଯ୍ୟକାଳ
୨୦୧୨-୨୦୧୮
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-07-04) ୪ ଜୁଲାଇ ୧୯୫୭ (ବୟସ ୬୬)[୧]
ମୃତ୍ୟୁରଣପୁରଗଡ଼, ନୟାଗଡ଼
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀ
ଇନ୍ଦିରା ଦେବୀ
(m. ୧୯୯୩)
[୧]

ରବି ନାରାୟଣ ମହାପାତ୍ର (ଜନ୍ମ: ୪ ଜୁଲାଇ ୧୯୫୭) ଜଣେ ଭାରତୀୟ ରାଜନେତା । ସେ ୨୦୧୨ ମସିହାରୁ ୨୦୧୮ ଯାଏଁ ରାଜ୍ୟ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୨] ବର୍ତ୍ତମାନ ସେ ବିଜୁ ଜନତା ଦଳ ସହ ମିଶି ରାଜନୀତିରେ ସକ୍ରିୟ ଅଛନ୍ତି ।[୩] ଶ୍ରୀ ମହାପାତ୍ର ୪ ଅପ୍ରେଲ ୨୦୧୨ରୁ ୩ ଅପ୍ରେଲ ୨୦୧୮ଯାଏଁ ରାଜ୍ୟସଭାର ସାଂସଦ ଭାବରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Detailed Profile: Shri Rabinarayan Mohapatra". india.gov.in. Retrieved 12 December 2018.[permanent dead link]
  2. Detailed Profile: Shri Rabinarayan Mohapatra. http://india.gov.in (2012-08-13). Retrieved on 2012-08-13.
  3. "Shri Rabinarayan Mohapatra". india.gov.in. Retrieved 12 December 2018.[permanent dead link]

ବାହାର ଆଧାର[ସମ୍ପାଦନା]