ମା (୧୯୫୯ର କଥାଚିତ୍ର)
ଦେଖଣା
(ମା (୧୯୫୯ର ସିନେମା)ରୁ ଲେଉଟି ଆସିଛି)
| ମା | |
|---|---|
![]() | |
| ନିର୍ଦ୍ଦେଶକ | ନିତାଇ ପାଲିତ |
| ପ୍ରଯୋଜକ | ଗୌର ଘୋଷ, ପାର୍ବତୀ ଘୋଷ |
| କଳାକାର | ଚନ୍ଦନା, ଗୌର ଘୋଷ, ଲକ୍ଷ୍ମୀପ୍ରିୟା ମହାପାତ୍ର, କେଳୁଚରଣ ମହାପାତ୍ର |
| ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୫୮ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
ମା ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ।
ଗୀତ ଗୁଡିକର ସାରଣୀ
| ଗୀତ | ଗୀତିକାର | ଗାୟକ / ଗାୟିକା |
|---|---|---|
| ୧) ଆରେ ନାଉରୀ ଭାଇ | ନରସିଂହ ମହାପାତ୍ର | ଅକ୍ଷୟ ମହାନ୍ତି ଓ ଇଲା ଚକ୍ରବର୍ତ୍ତୀ |
| ୨) ନୂଆ ନାଗର ହରବର କରନା | କାଳୀଚରଣ ପଟ୍ଟନାୟକ | ଅକ୍ଷୟ ମହାନ୍ତି ଓ ଇଲା ଚକ୍ରବର୍ତ୍ତୀ |
| ୩) ଯେତେ ଆଖି ଥିଲା ବାବୁ ଶୁଣ ଶୁଣ | ନରସିଂହ ମହାପାତ୍ର | ଅକ୍ଷୟ ମହାନ୍ତି |
| ୪) ଧୀରେ ଧୀରେ ଚଳେ ରାଈ | କାଳୀଚରଣ ପଟ୍ଟନାୟକ | ଅକ୍ଷୟ ମହାନ୍ତି |
| ୫) ଗୋରୀ ଗୋରୀ ଗୋରୀ | ଅକ୍ଷୟ ମହାନ୍ତି | ଅକ୍ଷୟ ମହାନ୍ତି |
| ୬) ମୁଁ ଯେ ଭାସେ ସପନେ | ଗୁରୁକୃଷ୍ଣ ଗୋସ୍ୱାମୀ | ଇଲା ଚକ୍ରବର୍ତ୍ତୀ |
| ୭) ବେଦନା ସାଗର ତୀରେ | ଗୁରୁକୃଷ୍ଣ ଗୋସ୍ୱାମୀ | ପ୍ରଣବ ପଟ୍ଟନାୟକ |
| ୮) ଝୁମ୍ ଝୁମ୍ ଝୁମ୍ ଝୁମ୍ ବାଜେରେ | ନରସିଂହ ମହାପାତ୍ର | ଇଲା ଚକ୍ରବର୍ତ୍ତୀ |
ଅଭିନୟରେ
[ସମ୍ପାଦନା]ଓଡ଼ିଆକଥାଚିତ୍ର ‘ମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) Archived 2021-01-17 at the Wayback Machine., accessdate: May 19, 2016
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମା
