Jump to content

ମା (୧୯୫୯ର କଥାଚିତ୍ର)

ଉଇକିପିଡ଼ିଆ‌ରୁ
ମା
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକଗୌର ଘୋଷ, ପାର୍ବତୀ ଘୋଷ
କଳାକାରଚନ୍ଦନା, ଗୌର ଘୋଷ, ଲକ୍ଷ୍ମୀପ୍ରିୟା ମହାପାତ୍ର, କେଳୁଚରଣ ମହାପାତ୍ର
ସଙ୍ଗୀତଭୁବନେଶ୍ୱର ମିଶ୍ର
ମୁକ୍ତିଲାଭ ତାରିଖ
୧୯୫୮
ଦେଶଭାରତ
ଭାଷାଓଡ଼ିଆ

ମା ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର

ଗୀତ ଗୁଡିକର ସାରଣୀ

ଗୀତଗୀତିକାରଗାୟକ / ଗାୟିକା
୧) ଆରେ ନାଉରୀ ଭାଇନରସିଂହ ମହାପାତ୍ରଅକ୍ଷୟ ମହାନ୍ତିଇଲା ଚକ୍ରବର୍ତ୍ତୀ
୨) ନୂଆ ନାଗର ହରବର କରନାକାଳୀଚରଣ ପଟ୍ଟନାୟକଅକ୍ଷୟ ମହାନ୍ତିଇଲା ଚକ୍ରବର୍ତ୍ତୀ
୩) ଯେତେ ଆଖି ଥିଲା ବାବୁ ଶୁଣ ଶୁଣନରସିଂହ ମହାପାତ୍ରଅକ୍ଷୟ ମହାନ୍ତି
୪) ଧୀରେ ଧୀରେ ଚଳେ ରାଈକାଳୀଚରଣ ପଟ୍ଟନାୟକଅକ୍ଷୟ ମହାନ୍ତି
୫) ଗୋରୀ ଗୋରୀ ଗୋରୀଅକ୍ଷୟ ମହାନ୍ତିଅକ୍ଷୟ ମହାନ୍ତି
୬) ମୁଁ ଯେ ଭାସେ ସପନେଗୁରୁକୃଷ୍ଣ ଗୋସ୍ୱାମୀଇଲା ଚକ୍ରବର୍ତ୍ତୀ
୭) ବେଦନା ସାଗର ତୀରେଗୁରୁକୃଷ୍ଣ ଗୋସ୍ୱାମୀପ୍ରଣବ ପଟ୍ଟନାୟକ
୮) ଝୁମ୍ ଝୁମ୍ ଝୁମ୍ ଝୁମ୍ ବାଜେରେନରସିଂହ ମହାପାତ୍ରଇଲା ଚକ୍ରବର୍ତ୍ତୀ

ଅଭିନୟରେ

[ସମ୍ପାଦନା]

ଓଡ଼ିଆକଥାଚିତ୍ର ‘ମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  1. ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) Archived 2021-01-17 at the Wayback Machine., accessdate: May 19, 2016

ବାହାର ଆଧାର

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ ମା