ରେଖା ଜୈନ

ଉଇକିପିଡ଼ିଆ‌ରୁ
ରେଖା ଜୈନ
Nationalityଭାରତୀୟ
Occupationସିନେମା ଅଭିନେତ୍ରୀ
Known forଓଡ଼ିଆ ସିନେମା ଅଭିନେତ୍ରୀ

ରେଖା ଜୈନ ଜଣେ ଓଡ଼ିଆ ଅଭିନେତ୍ରୀ । ୧୯୯୦ ଦଶକରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଆଲବମ ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ । ୨୦୦୧ରେ ଏକ ସଡ଼କ ଦୁର୍ଘଟଣା ଯୋଗୁ ସେ ଆଉ ଅଭିନୟ କରିପାରିନଥିଲେ ।

ଜୀବନୀ[ସମ୍ପାଦନା]

ରେଖା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ଅଭିନୀତ ଧାରାବାହିକ[ସମ୍ପାଦନା]

  • ଅଖ ବୁଲୁଥିଲେ ଚକ ବୁଲୁଥିବ
  • ଅତୃପ୍ତ ଆତ୍ମା
  • ଝଙ୍କାର
  • ମହକେ ରଜନୀଗନ୍ଧା[୩]

ଆଧାର[ସମ୍ପାଦନା]

  1. "Rs 1-crore indemnity for actress". www.dailypioneer.com. The Pioneer. Archived from the original on 14 March 2022. Retrieved 14 March 2022.
  2. Dhananjay Mahapatra. "Career lost to accident, actor gets Rs 1.27 crore relief Read more at: timesofindia.indiatimes.com/articleshow/21585805.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 14 March 2022. Retrieved 14 March 2022.
  3. "Rekha Jain vs Natioanl Insurance Co.Ltd. & Ors on 1 August, 2013". www.indiankanoon.org/. indiankanoon.org. Archived from the original on 14 March 2022. Retrieved 14 March 2022.

ବାହାର ଆଧାର[ସମ୍ପାଦନା]