ସ୍ୱୟମ ପାଢ଼ୀ

ଉଇକିପିଡ଼ିଆ‌ରୁ
ସ୍ୱୟମ ପାଢ଼ୀ
Swayam Padhi
ଜନ୍ମ
ସ୍ୱୟମ ପାଢ଼ୀ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ କଣ୍ଠଶିଳ୍ପୀ
ବୈବାହିକ-ସାଥୀଇପସିତା[୧]

ସ୍ୱୟମ ପଢ଼ୀ ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଆଧୁନିକ ଓ ଭଜନ ଆଦିରେ କଣ୍ଠଦାନ କରନ୍ତି । ସେ ଭଏସ୍ ଅଫ୍ ଓଡ଼ିଶାର ୩ୟ ସଂସ୍କରଣରେ ୨ୟ ହୋଇଥିଲେ । ବର୍ତ୍ତମାନ ସେ ଟିସିଏସ୍‌ରେ ଜଣେ ଇଞ୍ଜିନିୟର୍ ଭାବରେ କାର୍ଯ୍ୟ କରୁଛନ୍ତି ।[୨]

ଗୀତ ଗାଇଥିବା କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ସ୍ତ୍ରୀଙ୍କ ସହ ଠୁମକା ଲଗାଇଲେ ସ୍ୱୟମ, ଭାଇରାଲ ହେଲା ଭିଡିଓ". Odisha Reporter. ଭୁବନେଶ୍ୱର. 26 March 2020. Archived from the original on 10 January 2023. Retrieved 10 January 2023.
  2. "ସ୍ୱୟମଙ୍କ ଫିଟ୍‌ ଓ ସ୍ଲିମ୍‌ ଚେହେରା ପଛର ରହସ୍ୟ କ'ଣ ?". Odisha Reporter. ଭୁବନେଶ୍ୱର. 10 April 2020. Archived from the original on 10 January 2023. Retrieved 10 January 2023.

ବାହାର ଆଧାର[ସମ୍ପାଦନା]