ସ୍ୱୟମ ପାଢ଼ୀ
ଦେଖଣା
ସ୍ୱୟମ ପାଢ଼ୀ | |
---|---|
ଜନ୍ମ | ସ୍ୱୟମ ପାଢ଼ୀ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ କଣ୍ଠଶିଳ୍ପୀ |
ବୈବାହିକ-ସାଥୀ | ଇପସିତା[୧] |
ସ୍ୱୟମ ପଢ଼ୀ ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଆଧୁନିକ ଓ ଭଜନ ଆଦିରେ କଣ୍ଠଦାନ କରନ୍ତି । ସେ ଭଏସ୍ ଅଫ୍ ଓଡ଼ିଶାର ୩ୟ ସଂସ୍କରଣରେ ୨ୟ ହୋଇଥିଲେ । ବର୍ତ୍ତମାନ ସେ ଟିସିଏସ୍ରେ ଜଣେ ଇଞ୍ଜିନିୟର୍ ଭାବରେ କାର୍ଯ୍ୟ କରୁଛନ୍ତି ।[୨]
ଗୀତ ଗାଇଥିବା କଥାଚିତ୍ର
[ସମ୍ପାଦନା]- ଗୋଲ୍ ମାଲ୍ ଲଭ୍
- ଅଭିମାନ
- ମୁଁ ପରଦେଶୀ ଚଢ଼େଇ
- ଚୋରଣୀ
- ତୋ' ପାଇଁ ଫେରିବି ବସୁଧା ଚିରି
- ଇଏ ବି ଗୋଟେ ଲଭ୍ ଷ୍ଟୋରୀ
- ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର
- ପଲ୍ ପଲ୍ ତତେ ଚାହେଁ
- ମୁଁ ତୁମେ ଲକ୍ଡାଉନ୍
- ହଉ ହଉ ହେଇଗଲାରେ
- ପ୍ରେମ ଏଟିଏମ୍
- ସୁନୟନା
- ପାଣିଗ୍ରହଣ
- ଲଗାମ୍
- ବିଶ୍ୱନାଥ
- ଚୋରଣୀ ୨
- ବିଦ୍ୟାରାଣ
- କିସ୍ ମିସ୍
- ଚୁମ୍କି ସେ' ତ ପାଣିରେ ବୁଡ଼ିବ ନାହିଁକି
- ଫେରି ଆସୁଥିବି କୋଳକୁ ତୋ'ର
- ତୃଷ୍ଣା
- ଆମେ ତ ମିଡିଲ୍ କ୍ଲାସ୍
- ଡିଅର୍ ଲଭ୍
- ଶ୍ରୀମାନ୍ ସୁର୍ଦାସ
ଆଧାର
[ସମ୍ପାଦନା]- ↑ "ସ୍ତ୍ରୀଙ୍କ ସହ ଠୁମକା ଲଗାଇଲେ ସ୍ୱୟମ, ଭାଇରାଲ ହେଲା ଭିଡିଓ". Odisha Reporter. ଭୁବନେଶ୍ୱର. 26 March 2020. Archived from the original on 10 January 2023. Retrieved 10 January 2023.
- ↑ "ସ୍ୱୟମଙ୍କ ଫିଟ୍ ଓ ସ୍ଲିମ୍ ଚେହେରା ପଛର ରହସ୍ୟ କ'ଣ ?". Odisha Reporter. ଭୁବନେଶ୍ୱର. 10 April 2020. Archived from the original on 10 January 2023. Retrieved 10 January 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱୟମ ପାଢ଼ୀ