Jump to content

ଋତୁରାଜ ମହାନ୍ତି

ଉଇକିପିଡ଼ିଆ‌ରୁ
ଋତୁରାଜ ମହାନ୍ତି
Background information
ଜନ୍ମବେଲପଡ଼ା, ନିମାପଡ଼ା, ପୁରୀ ଜିଲ୍ଲା
ପେଷାକଣ୍ଠଶିଳ୍ପୀ

ଋତୁରାଜ ମହାନ୍ତି ଓଡ଼ିଶାରେ ଜନ୍ମିତ ଜଣେ ସୁଫି କଣ୍ଠଶିଳ୍ପୀ ।[] ସେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ସଙ୍ଗୀତଭିତ୍ତିକ ରିଆଲିଟି ସୋ ଇଣ୍ଡିଆସ୍‌ର ଷ୍ଟାର ପ୍ରତିଯୋଗିତାର ଜଣେ ଅଂଶଗ୍ରହଣକାରୀ ଓ ଏଥିରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲେ । ଋତୁରାଜ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହିଥିଲେ । []

ପରିବାର

[ସମ୍ପାଦନା]

ଋତୁରାଜଙ୍କ ଘର ପୁରୀ ଜିଲ୍ଲାର ନିମାପଡ଼ା ପଞ୍ଚାୟତ ସମିତିର ବାହରଣା ପଞ୍ଚାୟତର ବେଲପଡ଼ା ଗ୍ରାମରେ । ତାଙ୍କ ବାପାଙ୍କ ନାମ ଚକ୍ରଧର ମହାନ୍ତି ଓ ମା'ଙ୍କ ନାମ ପ୍ରଭାତୀ ମହାନ୍ତି ।[]

ଶିକ୍ଷା

[ସମ୍ପାଦନା]

ଋତୁରାଜ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ପଠନ କରିଥିଲେ ।[]

  1. "Rituraj Mohanty. India Raw Star". Star Plus. Archived from the original on 10 November 2014. Retrieved 17 October 2014.
  2. 1 2 3 "ଇଣ୍ଡିଆସ୍‍‌ର ଷ୍ଟାରର ଦ୍ୱିତୀୟ ପର୍ଯ୍ୟାୟରେ ଋତୁରାଜ: ଜିତିବା ପାଇଁ ଦରକାର ଜନତାଙ୍କ ଭୋଟ୍‍" (PDF). ସମ୍ବାଦ. ୧୭ ଅକ୍ଟୋବର ୨୦୧୪. Retrieved ୧୭ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)[permanent dead link]