ଉମା ବଲ୍ଲଭ ରଥ

ଉଇକିପିଡ଼ିଆ‌ରୁ
ଉମା ବଲ୍ଲଭ ରଥ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା (ଉପ‌)
କାର୍ଯ୍ୟକାଳ
୧୬ ନଭେମ୍ବର ୧୯୯୧ – ୧୯୯୫
ପୂର୍ବ ଅଧିକାରୀବ୍ରଜ କିଶୋର ତ୍ରିପାଠୀ
ପର ଅଧିକାରୀମହେଶ୍ୱର ମହାନ୍ତି
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-02-04) ୪ ଫେବୃଆରୀ ୧୯୬୩ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ବାପା/ବୋଉସଚ୍ଚିଦାନନ୍ଦ ରଥ (ବାପା)
ବୃତ୍ତିରାଜନୀତିଜ୍ଞ

ଉମା ବଲ୍ଲଭ ରଥ (ଜନ୍ମ: ୪ ଫେବୃଆରୀ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୧ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଉମା ବଲ୍ଲଭ ରଥ ୧୯୬୩ ମସିହାର ଫେବୃଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଚ୍ଚିଦାନନ୍ଦ ରଥ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଉମା ବଲ୍ଲଭ ରଥ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Uma Ballav Rath". odishaassembly.nic.in. Odisha Assembly. Retrieved 30 August 2022.