ଗଦାଧର ମିଶ୍ର (ରାଜନେତା)

ଉଇକିପିଡ଼ିଆ‌ରୁ
ଗଦାଧର ମିଶ୍ର
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀବ୍ରଜ କିଶୋର ତ୍ରିପାଠୀ
ପର ଅଧିକାରୀବ୍ରଜ କିଶୋର ତ୍ରିପାଠୀ
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-01-21)୨୧ ଜାନୁଆରୀ ୧୯୪୧
ମୃତ୍ୟୁ୨୯ ଜାନୁଆରୀ ୨୦୦୧(2001-01-29) (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ (ଇ)
ଜୀବନ ସାଥୀସୁଷମା ମିଶ୍ର
ବାପା/ବୋଉବ୍ରଜବନ୍ଧୁ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଗଦାଧର ମିଶ୍ର (୨୧ ଜାନୁଆରୀ ୧୯୪୧ - ୨୯ ଜାନୁଆରୀ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗଦାଧର ମିଶ୍ର ୧୯୪୧ ମସିହାର ଜାନୁଆରୀ ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜବନ୍ଧୁ ମିଶ୍ର ଓ ପତ୍ନୀଙ୍କ ନାମ ସୁଷମା ମିଶ୍ର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଗଦାଧର ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଗଦାଧର ୨୦୧୦ ମସିହାର ଜାନୁଆରୀ ୨୯ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Gadadhar Mishra". odishaassembly.nic.in. Odisha Assembly. Retrieved 8 March 2021.