ତୃପ୍ତି ଘୋଷ

ଉଇକିପିଡ଼ିଆ‌ରୁ
ତୃପ୍ତି ଘୋଷ
ଜାତୀୟତାଭାରତୀୟ
ବୃତ୍ତିକଣ୍ଠଶିଳ୍ପୀ

ତୃପ୍ତି ଘୋଷ ଜଣେ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ତଥା ପ୍ରଛଦପଟ ଗାୟିକା ଥିଲେ । ସେ ଆକାଶବାଣୀର କଣ୍ଠଶିଳ୍ପୀ ଭାବରେ କାର୍ଯ୍ୟ କରୁଥିଲେ । ୧୯୬୪ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର, ନବଜନ୍ମରେ ସେ ଗୋଟିଏ ଯୁଗଳ ଗୀତ ଗାଇଥିଲେ ।[୧] ତତ୍କାଳୀନ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କୁ ସେ ବିବାହ କରିଥିଲେ । କଟକ କଳା ବିକାଶ କେନ୍ଦ୍ରରେ ତୃପ୍ତି ଘୋଷ ସ୍ମୃତି ରନିଙ୍ଗ୍ ଶିଲ୍ଡ ପ୍ରଦାନ କରାଯାଏ ।

ଆଧାର[ସମ୍ପାଦନା]

  1. Ghosha, Kārttika Kumāra (1984). Oḍiā caḷaccitrara itihāsa. କଟକ: Oḍiśā Buk Shṭora. p. 103. Retrieved 20 November 2023.