ନବଜନ୍ମ

ଉଇକିପିଡ଼ିଆ‌ରୁ
ନବଜନ୍ମ
ନିର୍ଦ୍ଦେଶକସଚିନ ମୁଖାର୍ଜୀ
ପ୍ରଯୋଜକପଂଚସଖା ପିକ୍ଚର୍ସ (ମୁଖ୍ୟ ସଂଗଠକ- ଧୀର ବିଶ୍ୱାଳ)
କଳାକାରଧୀର ବିଶ୍ୱାଳ, ଶରତ ପୂଜାରୀ, ଝରଣା ଦାସ, ଗୀତା
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୯୬୫
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୧ଲକ୍ଷ ୧୦ ହଜାର ଟଙ୍କା

ସଚିନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ନବଜନ୍ମ ୧୯୬୫ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ନବଜନ୍ମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ[ସମ୍ପାଦନା]

ଏହି କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାଶ

ଗୀତ ଗୁଡ଼ିକର ସାରଣୀ

କ୍ରମ ଗୀତ ଗୀତିକାର ଗାୟକ / ଗାୟିକା
ତୋ ଖୋଜିଲା ଖୋଜିଲା ଆଖି ଜିତେନ୍ଦ୍ର ପଟ୍ଟନାୟକ ସନ୍ଧ୍ୟା ମୁଖାର୍ଜୀ[୨]
ଏଇ ଲଗନେ ମୋ ମନ ବୁଝେନା ଜିତେନ୍ଦ୍ର ପଟ୍ଟନାୟକ ନିର୍ମଳା ମିଶ୍ର
ଆଖି ଥାଇ ଦେଖେ ଖାଲି ଅମା ନରସିଂହ ମହାପାତ୍ର ସନ୍ଧ୍ୟା ମୁଖାର୍ଜୀ
ମଲ୍ଲି ଢପ ଲୋ ମା' ଲୋ ମଲି ନାରାୟଣ ପ୍ରସାଦ ସିଂହ ମହମ୍ମଦ ସିକନ୍ଦର ଆଲାମ
ଏ ଦିନ ସୁନ୍ଦର ମିଳନ ଛନ୍ଦର ନାରାୟଣ ପ୍ରସାଦ ସିଂହ ମହମ୍ମଦ ସିକନ୍ଦର ଆଲାମତୃପ୍ତି ଘୋଷ
ସବୁଥିରୁ ବଞ୍ଚିତ କରି କେଉଁ ଲକ୍ଷ୍ମୀକାନ୍ତ ମହାପାତ୍ର ରଘୁନାଥ ପାଣିଗ୍ରାହୀ

ଆଧାର[ସମ୍ପାଦନା]

  1. "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
  2. "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. {{cite web}}: Check date values in: |date= and |archivedate= (help)

ଅଧିକ ତଥ୍ୟ[ସମ୍ପାଦନା]