ଧୀରେ ଧୀରେ ପ୍ରେମ ହେଲା

ଉଇକିପିଡ଼ିଆ‌ରୁ
ଧୀରେ ଧୀରେ ପ୍ରେମ ହେଲା
ନିର୍ଦ୍ଦେଶକଦିଲ୍ଲୀପ ପଣ୍ଡା
ପ୍ରଯୋଜକସୁନୀଲ ରାଉତ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟଦିଲ୍ଲୀପ ପଣ୍ଡା
କାହାଣୀଦିଲ୍ଲୀପ ପଣ୍ଡା
କଳାକାରସବ୍ୟସାଚୀ ମିଶ୍ର
ବର୍ଷା ପ୍ରିୟଦର୍ଶିନୀ
ମିହିର ଦାସ
ଚନ୍ଦନ କର
କୁନା ତ୍ରିପାଠୀ
ମୀନକେତନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣସୁଶାନ୍ତ ବାହିନୀପତି
ଅଭିରାମ ମିଶ୍ର[୧]
ସମ୍ପାଦକଦିଲ୍ଲୀପ ପଣ୍ଡା
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୦୯[୧]
ଦେଶ ଭାରତ
ଭାଷାଓଡ଼ିଆ

ଧୀରେ ଧୀରେ ପ୍ରେମ ହେଲା, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ ରାଉତ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ବର୍ଷା ପ୍ରିୟଦର୍ଶିନୀ ।[୧] ମିହିର ଦାସ, ଚନ୍ଦନ କର, ପ୍ରିୟା ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ଜୟୀରାମ ସାମଲ, କୀର୍ତ୍ତୀ ମହାନ୍ତି, ଅମର, ବ୍ରଜ, ବୁଲେଟ୍, ମୀନକେତନ, ଦେବାଶିଷ, ହାତି, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟା, ରାକେଶ, ରାଣୀ, ସୋନାଲି, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ପ୍ରଭାଂଶୁ ସାମନ୍ତରାୟ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହ‌ମଦ ଅଜିଜ୍, କୁମାର ବାପି, ଶ୍ରୀଚରଣ ମହାନ୍ତି, ତପୁ ମିଶ୍ର, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୁ ରାଗିଲେ ଲାଗୁଚୁ ଭଲ" 
2."ତୋ କଥା ମୋ ମନ କ‌ହିଲା" 
3."ପ୍ଲିଜ୍ ଦେ କିସ୍ ଥରେ" 
4."ପାଖରେ ଥାଇ" 
5."ପାଗଳ ଜୀବନ ଚଗଲା ଫଗୁଣ" 
6."ନିଦ ଆସେନା ଭଲ ଲାଗେନା" 
7."କିଏ ଚୋରି କରିନେଲା ପୁନେଇଁ ଜ‌ହ୍ନ" 
8."ଦିଲ୍ ଜାନୀ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Dhire Dhire Prema Hela on Moviebuff.com". www.moviebuff.com. Retrieved 2 September 2018.
  2. "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 31 August 2018. Retrieved 2 September 2018.{{cite news}}: CS1 maint: unrecognized language (link)
  3. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.{{cite news}}: CS1 maint: unrecognized language (link)
  4. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  5. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.

ବାହାର ଆଧାର[ସମ୍ପାଦନା]