ପ୍ରିୟା ମହାପାତ୍ର
ପ୍ରିୟା ମହାପାତ୍ର | |
---|---|
ଜୀବିକା | ଅଭିନେତ୍ରି |
କାର୍ଯ୍ୟକାଳ | ୨୦୧୦-ଏବେଯାଏଁ |
ପ୍ରିୟା ମହାପାତ୍ର ଭାରତର ଓଡ଼ିଶାରେ ଥିବାଜଣେ ଜଣାଶୁଣା ସିନେ ଅଭିନେତ୍ରି । ସେ ଓଡ଼ିଆ ସିନେମାରେ ଜଣେ ଅଭିନେତ୍ରି ଭାବରେ କାମ କରିଆସିଛନ୍ତି । ଏଜାବତ ସେ ଗୋଟିଏ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଫିଲ୍ମରେ ଭୂମିକା[ସମ୍ପାଦନା]
ଅଭିନେତ୍ରି ଭାବରେ[ସମ୍ପାଦନା]
- ପ୍ରେମ ଅଢେଇ ଅକ୍ଷର (୨୦୧୦)
ବାହାର ଆଧାର[ସମ୍ପାଦନା]
- ପ୍ରିୟା ମହାପାତ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)