ଡ୍ରିମ୍ ଗାର୍ଲ

ଉଇକିପିଡ଼ିଆ‌ରୁ
ଡ୍ରିମ୍ ଗାର୍ଲ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଏ. ରମେଶ ପ୍ରସାଦ
ସଂଳାପରଜନୀ ରଞ୍ଜନ
କଳାକାରସବ୍ୟସାଚୀ ମିଶ୍ର
ପ୍ରିୟା ଚୌଧୁରୀ
ମିହିର ଦାସ
ଅପରାଜିତା ମହାନ୍ତି
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଡ୍ରିମ୍ ଗାର୍ଲ, ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏ. ରମେଶ ପ୍ରସାଦ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ପ୍ରିୟା ଚୌଧୁରୀ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ବବି ମିଶ୍ର, ପିଣ୍ଟୁ ନନ୍ଦ, ଜୟୀରାମ ସାମଲ, ଦେବୁ ବୋଷ, ଜିନା ସାମଲ, ସୋଫିଆ ଆଲମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  1. ଆଖି ମୋର ଖୋଲା ଥାଇ କେହି ଜଣେ
  2. ଜହ୍ନ ଶୋଇଚି ଶୋଇ ପଡ଼ିଲେ ତାରା
  3. ପ୍ରିୟାରେ ପ୍ରିୟାରେ ନଜରେ ନଜରେ
  4. ସାଥିରେ ସାଥିରେ ପହିଲି ପ୍ରିତିରେ

ଟୀକା[ସମ୍ପାଦନା]

  1. "ତୁ ମୋ ଡ୍ରିମ୍‌ଗାର୍ଲ". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.{{cite news}}: CS1 maint: unrecognized language (link)
  2. "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
  3. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  5. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.

ବାହାର ଆଧାର[ସମ୍ପାଦନା]

  1. ଇଣ୍ଟରନେଟ ମୁଭି ଡାଟାବେସରେ ଡ୍ରିମ୍ ଗାର୍ଲ