ଗୋଲାମଗିରି

ଉଇକିପିଡ଼ିଆ‌ରୁ
ଗୋଲାମଗିରି
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
ଅକ୍ଷୟ ମିଶ୍ର
ସଂଳାପପ୍ରଶାନ୍ତ ନନ୍ଦ
ରତିକାନ୍ତ ମିଶ୍ର
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରଉତ୍ତମ ମହାନ୍ତି
ବିଜୟ ମହାନ୍ତି
ପ୍ରଶାନ୍ତ ନନ୍ଦ
ପୃଥ୍ୱୀରାଜ ନାୟକ
ଅଜିତ ଦାସ
ମହାଶ୍ୱେତା ରାୟ
ଦୁଃଖିରାମ ସ୍ୱାଇଁ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣଉଦୟ ବର୍ମଣ
ସମ୍ପାଦକଭାଇ ତେଲଙ୍ଗ
ମୁକ୍ତିଲାଭ ତାରିଖ
୧୯୮୭
ଦେଶ ଭାରତ
ଭାଷାଓଡ଼ିଆ

ଗୋଲାମଗିରି, ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା ଓ ଅକ୍ଷୟ ମିଶ୍ର । ରତିକାନ୍ତ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ପ୍ରଶାନ୍ତ ନନ୍ଦ, ପୃଥ୍ୱୀରାଜ ନାୟକ, ଅଜିତ ଦାସ, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ଜୟୀରାମ ସାମଲ, ବିରାଜ ଦାସ, ପ୍ରସନ୍ନ ମିଶ୍ର, ତୁଷାର ପାଣିଗ୍ରାହୀ, ମୁନୁ ପତି, ବ୍ରଜ ସିଂହ, ବ୍ୟୋମୋକେଶ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ରଦେବଦାସ ଛୋଟରାୟ, ପ୍ରଶାନ୍ତ ନନ୍ଦ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାସ ଦାସ, ଲୀଳା ଘୋଷ, ପ୍ରଫୁଲ୍ଲ କର, ରାଧାରାଣୀ ମିଶ୍ର, ଦେବାଶିଷ ମହାପାତ୍ର, ନିବେଦିତା, ଅନୁରାଧା ପୌଡ଼ୱାଲ, ରଘୁନାଥ ରାଉତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  3. "ଅଫେରା ରାଇଜରେ ସିନେ ଅଭିନେତା ବିରାଜ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]