ଓମ୍ ଶାନ୍ତି ଓମ୍
ଓମ୍ ଶାନ୍ତି ଓମ୍ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
ପ୍ରଯୋଜକ | ପ୍ରଶାନ୍ତ ନନ୍ଦ |
ସଂଳାପ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଲିପି ପରିଡ଼ା, ମିହିର ଦାସ, ଉତ୍ତମ ମହାନ୍ତି, ଅନିତା ଦାସ, ମୀନକେତନ |
ସଙ୍ଗୀତ | ମନ୍ମଥ ମିଶ୍ର |
ଚିତ୍ରଗ୍ରହଣ | ଶାମ୍ବା ଶିବ ରାଓ |
ସମ୍ପାଦକ | ପ୍ରଶାନ୍ତ ନନ୍ଦ |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓମ୍ ଶାନ୍ତି ଓମ୍ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ସମ୍ପାଦନା କରିଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଏବଂ ଲିପି ପରିଡ଼ା । ମିହିର ଦାସ, ଉତ୍ତମ ମହାନ୍ତି, ଅନିତା ଦାସ, ମୀନକେତନ, ହରିହର ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ଦୀପକ ପରିଡ଼ା, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ଗୁନ୍ଗୁନ୍ ଏହି କଥାଚିତ୍ରଟିରେ ଶିଶୁ କଳାକାର ଭାବରେ ଏବଂ ଲିପି ପରିଡ଼ା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨][୩]
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୪]
- ଅନୁ ଚୌଧୁରୀ
- ଲିପି ପରିଡ଼ା
- ମିହିର ଦାସ
- ଉତ୍ତମ ମହାନ୍ତି
- ଅନିତା ଦାସ
- ମୀନକେତନ
- ହରିହର ମହାମାତ୍ର
- ଅଶ୍ରୁମୋଚନ ମହାନ୍ତି
- ଦୀପକ ପରିଡ଼ା
- ଜୟୀରାମ ସାମଲ
- ଗୁନ୍ଗୁନ୍
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ମନ୍ମଥ ମିଶ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ଶୈଳଭାମା ମହାପାତ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ତୋ ଦୁନିଆ ମୋ ଦୁନିଆ" | |
2. | "ସୁନ୍ସାନିଆ ରାତିରେ" | |
3. | "ଓମ୍ ଶାନ୍ତି ଓମ୍" | |
4. | "କଳା କଳା ଆଖି" | |
5. | "ଏ ମନର ଦୁଃଖ" |
ଆଧାର
[ସମ୍ପାଦନା]- ↑ "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
- ↑ "ପ୍ରଥମ ସିନେମାରେ ଛୋଟିଆ ଭୂମିକା ପାଇଥିଲେ ଏହି ଓଲିଉଡ ନାୟିକା". sambad.in. 20 February 2017. Retrieved 10 March 2018.[permanent dead link]
- ↑ "ବୁଦ୍ଧାଦିତ୍ୟ-ଲିପିଙ୍କ ରୋମାନସ୍ ପରଦାକୁ ଆସି ପାରିନାହିଁ". sambad.in. 7 November 2017. Retrieved 10 March 2018.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଓମ୍ ଶାନ୍ତି ଓମ୍