"ମେଘ ସବାରୀରେ ଆସିବ ଫେରି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
No edit summary |
|||
୩୨ କ ଧାଡ଼ି: | ୩୨ କ ଧାଡ଼ି: | ||
==ଅଭିନୟ== |
==ଅଭିନୟ== |
||
* [[ସବ୍ୟସାଚୀ ମିଶ୍ର]] |
* [[ସବ୍ୟସାଚୀ ମିଶ୍ର]] |
||
* [[ପ୍ରିୟା ଚୌଧୁରୀ]]<ref name="ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !">{{cite news|title=ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !|url=http://sambad.in/entertainment/priyaodia-movies-4631/|accessdate=10 December 2017|newspaper=sambad.in|date=3 October 2017}}</ref> |
* [[ପ୍ରିୟା ଚୌଧୁରୀ]]<ref name="ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !">{{cite news|title=ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !|url=http://sambad.in/entertainment/priyaodia-movies-4631/|accessdate=10 December 2017|newspaper=sambad.in|date=3 October 2017}}</ref><ref>{{cite news|title=ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ ପରଦାକୁ କେବେ ଫେରିବେ ?|url=http://enewsodia.com/ollywood-popular-actress-priya-choudhury/|accessdate=10 December 2017|date=3 October 2017}}</ref> |
||
* [[ଅଖିଳ ପଟ୍ଟନାୟକ]] |
* [[ଅଖିଳ ପଟ୍ଟନାୟକ]] |
||
* [[କୁନା ତ୍ରିପାଠୀ]] |
* [[କୁନା ତ୍ରିପାଠୀ]] |
୧୯:୪୨, ୧୦ ଡିସେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ମେଘ ସବାରୀରେ ଆସିବ ଫେରି | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ଅନାମ ଚରଣ ସାହୁ |
ସଂଳାପ | (ସଂଳାପ): ଲକ୍ଷ୍ମୀପ୍ରିୟା ସାହୁ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ଲକ୍ଷ୍ମୀପ୍ରିୟା ସାହୁ |
କଳାକାର | ସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ଅଖିଳ ପଟ୍ଟନାୟକ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ମୀନକେତନ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | ସଞ୍ଜୟ ନାୟକ |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମେଘ ସବାରୀରେ ଆସିବ ଫେରି, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ ।[୧] ଲକ୍ଷ୍ମୀପ୍ରିୟା ସାହୁ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ, ନିର୍ଦ୍ଦେଶନା[୨] ଦେଇଥିଲେ ଏବଂ ସମ୍ପାଦନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପ୍ରିୟ ଚୌଧୁରୀ[୩] । ଅଖିଳ ପଟ୍ଟନାୟକ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ମୀନକେତନ, ଉତ୍ତମ ମହାନ୍ତି, ପପୁ ପମ ପମ, ଅରବିନ୍ଦ ଷଡ଼ଙ୍ଗୀ, ମିହିର ଦାସ, ବୀଣା ମହାରଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ସବ୍ୟସାଚୀ ମିଶ୍ର
- ପ୍ରିୟା ଚୌଧୁରୀ[୨][୪]
- ଅଖିଳ ପଟ୍ଟନାୟକ
- କୁନା ତ୍ରିପାଠୀ
- ବିଜୟ ମହାନ୍ତି
- ମୀନକେତନ
- ଉତ୍ତମ ମହାନ୍ତି
- ପପୁ ପମ ପମ
- ଅରବିନ୍ଦ ଷଡ଼ଙ୍ଗୀ
- ମିହିର ଦାସ
- ବୀଣା ମହାରଣା
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ଗଲି ଗଲି ଲୁଚି ଗଲି" | |
2. | "ଗାଇ ଯାଏ ମନ ମୋର" | |
3. | "ଆକାଶ ପଛେ ପଡ଼ୁ ଛିଡ଼ି" | |
4. | "ମନ ପକ୍ଷୀ ଉଡ଼ିଗଲା" | |
5. | "ମେଘ ସବାରୀରେ ଆସିବ ଫେରି" | |
6. | "ସେଇ ଗପ ଥିଲା ସେଇ ଗପ ଅଛି" |
ଆଧାର
- ↑ "ଅନାମଙ୍କ ଲକ୍ଷ୍ୟ". SamajLive. 28 March 2017. Retrieved 10 December 2017.
- ↑ ୨.୦ ୨.୧ "ବଡ଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !". sambad.in. 3 October 2017. Retrieved 10 December 2017.
- ↑ "ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ ପରଦାକୁ କେବେ ଫେରିବେ ?". E News Odia. 3 October 2017. Retrieved 10 December 2017.
- ↑ "ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ ପରଦାକୁ କେବେ ଫେରିବେ ?". 3 October 2017. Retrieved 10 December 2017.
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ମେଘ ସବାରୀରେ ଆସିବ ଫେରି