ମେଘ ସବାରୀରେ ଆସିବ ଫେରି

ଉଇକିପିଡ଼ିଆ‌ରୁ
ମେଘ ସବାରୀରେ ଆସିବ ଫେରି
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଅନାମ ଚରଣ ସାହୁ[୧]
ସଂଳାପଲକ୍ଷ୍ମୀପ୍ରିୟା ସାହୁ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଲକ୍ଷ୍ମୀପ୍ରିୟା ସାହୁ
କଳାକାରସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ଅଖିଳ ପଟ୍ଟନାୟକ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ମୀନକେତନ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ମେଘ ସବାରୀରେ ଆସିବ ଫେରି, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ ।[୨] ଲକ୍ଷ୍ମୀପ୍ରିୟା ସାହୁ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ, ନିର୍ଦ୍ଦେଶନା[୩] ଦେଇଥିଲେ ଏବଂ ସମ୍ପାଦନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପ୍ରିୟ ଚୌଧୁରୀ[୪] । ଅଖିଳ ପଟ୍ଟନାୟକ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ମୀନକେତନ, ଉତ୍ତମ ମହାନ୍ତି, ପପୁ ପମ ପମ, ଅରବିନ୍ଦ ଷଡ଼ଙ୍ଗୀ, ମିହିର ଦାସ, ବୀଣା ମହାରଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଗଲି ଗଲି ଲୁଚି ଗଲି" 
2."ଗାଇ ଯାଏ ମନ ମୋର" 
3."ଆକାଶ ପଛେ ପଡ଼ୁ ଛିଡ଼ି" 
4."ମନ ପକ୍ଷୀ ଉଡ଼ିଗଲା" 
5."ମେଘ ସବାରୀରେ ଆସିବ ଫେରି" 
6."ସେଇ ଗପ ଥିଲା ସେଇ ଗପ ଅଛି" 

ଆଧାର[ସମ୍ପାଦନା]

  1. "ଓଲିଉଡରେ ପୁଣି ଠକେଇ ଛାପ: ଗିରଫ ହେଲେ ଫିଲ୍ମ ପ୍ରଯୋଜକ ଅନାମ ସାହୁ". Odisha Live. 8 December 2017. Retrieved 10 December 2017.
  2. "ଅନାମଙ୍କ ଲକ୍ଷ୍ୟ". SamajLive. 28 March 2017. Archived from the original on 11 July 2017. Retrieved 10 December 2017.
  3. ୩.୦ ୩.୧ "ବଡ଼଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !". sambad.in. 3 October 2017. Retrieved 10 December 2017.
  4. "ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ଼ ପରଦାକୁ କେବେ ଫେରିବେ ?". E News Odia. 3 October 2017. Retrieved 10 December 2017.
  5. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.{{cite news}}: CS1 maint: unrecognized language (link)
  6. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  7. "ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ଼ ପରଦାକୁ କେବେ ଫେରିବେ ?". 3 October 2017. Retrieved 10 December 2017.
  8. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି ପ୍ରିୟା!". Odishain.com. 16 September 2017. Archived from the original on 13 December 2017. Retrieved 10 December 2017.

ବାହାର ଆଧାର[ସମ୍ପାଦନା]