ମେଘ ସବାରୀରେ ଆସିବ ଫେରି
Appearance
ମେଘ ସବାରୀରେ ଆସିବ ଫେରି | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ଅନାମ ଚରଣ ସାହୁ[୧] |
ସଂଳାପ | ଲକ୍ଷ୍ମୀପ୍ରିୟା ସାହୁ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ଲକ୍ଷ୍ମୀପ୍ରିୟା ସାହୁ |
କଳାକାର | ସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ଅଖିଳ ପଟ୍ଟନାୟକ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ମୀନକେତନ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | ସଞ୍ଜୟ ନାୟକ |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମେଘ ସବାରୀରେ ଆସିବ ଫେରି, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ ।[୨] ଲକ୍ଷ୍ମୀପ୍ରିୟା ସାହୁ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ, ନିର୍ଦ୍ଦେଶନା[୩] ଦେଇଥିଲେ ଏବଂ ସମ୍ପାଦନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପ୍ରିୟ ଚୌଧୁରୀ[୪] । ଅଖିଳ ପଟ୍ଟନାୟକ, କୁନା ତ୍ରିପାଠୀ, ବିଜୟ ମହାନ୍ତି, ମୀନକେତନ, ଉତ୍ତମ ମହାନ୍ତି, ପପୁ ପମ ପମ, ଅରବିନ୍ଦ ଷଡ଼ଙ୍ଗୀ, ମିହିର ଦାସ, ବୀଣା ମହାରଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସବ୍ୟସାଚୀ ମିଶ୍ର[୫][୬]
- ପ୍ରିୟା ଚୌଧୁରୀ[୩][୭][୮]
- ଅଖିଳ ପଟ୍ଟନାୟକ
- କୁନା ତ୍ରିପାଠୀ
- ବିଜୟ ମହାନ୍ତି
- ମୀନକେତନ
- ଉତ୍ତମ ମହାନ୍ତି
- ପପୁ ପମ ପମ
- ଅରବିନ୍ଦ ଷଡ଼ଙ୍ଗୀ
- ମିହିର ଦାସ
- ବୀଣା ମହାରଣା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଗଲି ଗଲି ଲୁଚି ଗଲି" | |
2. | "ଗାଇ ଯାଏ ମନ ମୋର" | |
3. | "ଆକାଶ ପଛେ ପଡ଼ୁ ଛିଡ଼ି" | |
4. | "ମନ ପକ୍ଷୀ ଉଡ଼ିଗଲା" | |
5. | "ମେଘ ସବାରୀରେ ଆସିବ ଫେରି" | |
6. | "ସେଇ ଗପ ଥିଲା ସେଇ ଗପ ଅଛି" |
ଆଧାର
[ସମ୍ପାଦନା]- ↑ "ଓଲିଉଡରେ ପୁଣି ଠକେଇ ଛାପ: ଗିରଫ ହେଲେ ଫିଲ୍ମ ପ୍ରଯୋଜକ ଅନାମ ସାହୁ". Odisha Live. 8 December 2017. Retrieved 10 December 2017.
- ↑ "ଅନାମଙ୍କ ଲକ୍ଷ୍ୟ". SamajLive. 28 March 2017. Archived from the original on 11 July 2017. Retrieved 10 December 2017.
- ↑ ୩.୦ ୩.୧ "ବଡ଼଼ପରଦାକୁ ଅଲବିଦା କରିଛନ୍ତି ପ୍ରିୟା !". sambad.in. 3 October 2017. Retrieved 10 December 2017.
- ↑ "ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ଼ ପରଦାକୁ କେବେ ଫେରିବେ ?". E News Odia. 3 October 2017. Retrieved 10 December 2017.
- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ "ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ଼ ପରଦାକୁ କେବେ ଫେରିବେ ?". 3 October 2017. Retrieved 10 December 2017.
- ↑ "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି ପ୍ରିୟା!". Odishain.com. 16 September 2017. Archived from the original on 13 December 2017. Retrieved 10 December 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମେଘ ସବାରୀରେ ଆସିବ ଫେରି