ସୁରେଶ ବଳବନ୍ତରାୟ

ଉଇକିପିଡ଼ିଆ‌ରୁ
ସୁରେଶ ବଳବନ୍ତରାୟ
ସୁରେଶ ବଳବନ୍ତରାୟ
Born
ସୁରେଶ ବଳବନ୍ତରାୟ

(1954-10-26) ୨୬ ଅକ୍ଟୋବର ୧୯୫୪ (ବୟସ ୬୯)
Died୧୩ ଜାନୁଆରୀ ୨୦୧୪(2014-01-13) (ବୟସ ୫୯)
Nationalityଭାରତୀୟ
Educationସ୍ନାତକୋତ୍ତର( ଉଦ୍ଭିଦ ବିଜ୍ଞାନ )
Alma materସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
Parentଗୋଲକ ବିହାରୀ ବଳବନ୍ତରାୟ

ସୁରେଶ ବଳବନ୍ତରାୟ ଜଣେ ଭାରତୀୟ ସାହିତ୍ୟ ସାଧକ ଓ ଅଭିନେତା ଥିଲେ । ଓଡ଼ିଆ କବିତା, ଗଳ୍ପ, ନାଟକ ଓ ଅଭିନୟ ତଥା ଚିତ୍ରଶିଳ୍ପ[୧] ଓ ସ୍ଥାପତ୍ୟ[୨] ଆଦିରେ ଅବଦାନ ରହିଛି । ଆକାଶବାଣୀ କଟକର, ସେ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ଅଭିନେତା ଥିଲେ । ଶେଷ ସମୟ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ ବହିଃଶୁଳ୍କ ବିଭାଗରେ, ସୁପରିଣ୍ଟେଣ୍ଡେଟ୍ ଭାବରେ କାର୍ଯ୍ୟରତ ଥିଲେ ।

ରଚନାବଳୀ[ସମ୍ପାଦନା]

  • ସୁଜନେ ହୋ ବାଲିରେଣୁ ମହାବନ୍ଧ(ଗଳ୍ପ ସଂକଳନ)
  • ରେପ୍(ଗଳ୍ପ ସଂକଳନ)
  • କହ୍ନେଇକୁ ଖୋଜି ଖୋଜି(ଗଳ୍ପ ସଂକଳନ)
  • ପ୍ରହ୍ଲାଦ ନାଟକ(ସମ୍ପାଦନା)
  • ଚୌଷଠି ଯୋଗିନୀ ମନ୍ଦିର(ଉଭୟ ଓଡି଼ଆ ଓ ଇଂରାଜୀ)
  • ଏଇ ସହର ସେଇ ସମୟ[୩]
  • ନିଜସ୍ୱ ସାମ୍ରାଜ୍ୟ(କବିତା ସଂକଳନ)
  • ରାବଣ(ଗୀତିନାଟ୍ୟ)[୪]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-01-20. {{cite web}}: Cite has empty unknown parameter: |1= (help)
  2. http://www.telegraphindia.com/1111119/jsp/odisha/story_14769867.jsp
  3. ସମ୍ବାଦ ୨୦/୦୧/୨୦୧୪ ପୃଷ୍ଠା ୧୨ରେ ପ୍ରକାଶିତ ଗୌରହରି ଦାସଙ୍କ ଲେଖା 'ଆସର ଭାଙ୍ଗିଗଲା Archived 2016-03-04 at the Wayback Machine.'
  4. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 88–. ISBN 978-81-260-0873-5.

ଅଧିକ ପଢନ୍ତୁ[ସମ୍ପାଦନା]