ଶିବ
| ଏହି ଲେଖାଟି ଏକ ମୁଣ୍ଡିଆ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରନ୍ତେ । |
| ଶିବ | |
|---|---|
ଧ୍ୟାନରତ ଅବସ୍ଥାରେ ଶିବ |
|
| ସଂସ୍କୃତ ଅନୁବାଦ | Śiva |
| ଉପାଧି | ଦେବତା |
| ବାସସ୍ଥାନ | କୈଳାଶ ପର୍ବତ[୧] |
| ମନ୍ତ୍ର | ଓଁ ନମଃ ଶିବାୟ |
| ଅସ୍ତ୍ର | ତ୍ରୀଶୂଳ |
| ବାହନ | ନନ୍ଦୀ |
ଶିବ ବା ମହାଦେବ ହିନ୍ଦୁମାନଙ୍କ ଶ୍ରେଷ୍ଠ ଦେବତାତ୍ରୟଙ୍କ ମଧ୍ୟରୁ ଅନ୍ୟତମ ଓ ପରମେଶ୍ୱରଙ୍କ ସଂହାରଶକ୍ତି ତିନି ଗୋଟି ଆଖି, ପାଞ୍ଚ ଗୋଟି ମୁଖ, ବୃଷଭ ଏହାଙ୍କର ବାହାନ ଅତ୍ରିମୁନି ଏହାଙ୍କର ଗୁରୁ ସବୁପ୍ରକାର ଅସ୍ତ୍ରଶସ୍ତ୍ର ଚାଳନାରେ ଏ ଦକ୍ଷ ତ୍ରିଶୁଳ ଏହାଙ୍କର ପ୍ରଧାନ ଆୟୁଧ ଏହାଙ୍କ ଧନୁର ନାମ ପିନାକ ଡମରୁ ଏହାଙ୍କ ବାଦ୍ୟ ଏହାଙ୍କର ତାଣ୍ଡବ ନୃତ୍ୟ ଅତି ଭୟଙ୍କର ଏହାଙ୍କ ବାସ କୈଳାଶଶିଖର ଏହାଙ୍କ ପରିଧାନ ବ୍ୟାଘ୍ରଚର୍ମ ସର୍ପ ଏହାଙ୍କର କଟିବନ୍ଧ ଓ ଉତ୍ତରୀୟ ଦେହ ଭସ୍ମ ବୋଳା, ମୁଣ୍ଡରେ ଜଟା ଓ ଜଟାରେ ଗଙ୍ଗା ପ୍ରବହମାନା ନନ୍ଦୀ ଏହାଙ୍କ ପ୍ରଧାନ ପାର୍ଶ୍ୱଚର ପ୍ରମଥଗଣ ବା ଭୁତପ୍ରେତ ଏହାଙ୍କର ସହଚର
ଯେଉଁମାନେ ଶିବଙ୍କର ଭକ୍ତ ସେମାନଙ୍କୁ ଶୈବ କୁହାଯାଏ ମହାଦେବ ତନ୍ତ୍ର ଶାସ୍ତ୍ରର ପ୍ରଣେତା ତନ୍ତ୍ର ଶାସ୍ତ୍ରରେ ଶକ୍ତି ପୂଜାହିଁ ପ୍ରଧାନ ଅଙ୍ଗ ତାନ୍ତ୍ରୀକ ମତରେ ଶକ୍ତି ଉପାସନାକାରୀମାନଙ୍କୁ ଶାକ୍ତ କୁହାଯାଏ
ମହାଦେବଙ୍କୁ ଶକ୍ତିନିହିତ ଲିଙ୍ଗମୂର୍ତ୍ତିରେ ପୂଜା କରାଯାଏ
[ଏହାକୁ ବଦଳାନ୍ତୁ] ଅନ୍ୟନାମ
- ପଞ୍ଚାନନ: ଶିବଲିଙ୍ଗରେ ପାଞ୍ଚଟି ମୁଖଥିଲେ, ତାଙ୍କୁ ପଞ୍ଚାନନ ଶିବ କୁହାଯାଏ ପଞ୍ଚାନନ ଶିବଙ୍କର ପାଞ୍ଚ ମୁଖର ନାମ ହେଲା: ସଦ୍ୟୋଜାତ, ବାମଦେବ, ଅଘୋର, ତତ୍ପୁରୁଷ ଏବଂ ଇଶାନ
[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ
[ଏହାକୁ ବଦଳାନ୍ତୁ] ଆଧାର
- ↑ For the name Kailāsagirivāsī (Sanskrit कैलासिगिरवासी), "With his abode on Mount Kailāsa", as a name appearing in the Shiva Sahasranama, see: Sharma 1996, p. 281.
|
|||||