ହନୁମାନ
ଉଇକିପିଡ଼ିଆ ରୁ
| ହନୁମାନ | |
|---|---|
୧୧ଶ ଶତାବ୍ଦୀର ହନୁମାନ ମୂର୍ତ୍ତି |
|
| ମାଙ୍କଡ଼ | |
| ସଂସ୍କୃତ ଅନୁବାଦ | हनुमान् |
| ଉପାଧି | Devotee of Rama, Avatar of Shiva, Vanara |
| ମନ୍ତ୍ର | ହନୁମାନ ଚାଳିଶା |
| ଅସ୍ତ୍ର | Gada (Mace) |
ହନୁମାନ ରାମଙ୍କ ଭକ୍ତ ଥିଲେ ।
ପୌରାଣୀକ ମତେ ରାମଚନ୍ଦ୍ର ମହୀରାବଣକୁ ବଧ କଲାବେଳେ ପଞ୍ଚମୁଖ ଓ ଦଶହାତ ବିଶିଷ୍ଠ ରୁଦ୍ରାବତାର ଓ ଇନ୍ଦ୍ରଜିତ ବଧ ନିମିତ୍ତ ସପ୍ତମୁଖ ରୂପ ଧାରଣ କରିଥିଲେ । ହନୁମାନ ନିଜର ବାନର, ନରସିଂହ, ଗରୁଡ଼, ଶୂକର, ଅଶ୍ଵ (ଉଚ୍ଚୈଶ୍ରବା), ଗାଭୀ (କାମଧେନୁ) ଓ ମନୁଷ୍ୟ ମସ୍ତକ- ଏଇ ସପ୍ତ ମସ୍ତକ ଧାରଣ କରି ଇନ୍ଦ୍ରଜିତର ସପ୍ତସ୍ଵର ଆତ୍ମିକ ଯଜ୍ଞ ପଣ୍ଡ କରି ଦେବାରୁ ମହାକାଳୀ ରୁଷ୍ଟ ହୋଇ ପୂଜାସ୍ଥଳୀ ତ୍ୟାଗ କରିବାରୁ ଇନ୍ଦ୍ରଜୀତର ବଧ ସମ୍ଭବ ହୋଇଥିଲା ।
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Hanuman ଉପରେ ମାଧ୍ୟମ ରହିଅଛି |
- Claus, Peter J.; Sarah Diamond, Margaret Ann Mills (2003). "Hanuman". South Asian folklore. Taylor & Francis. ପୃଷ୍ଠା. 280–281. ISBN 9780415939195. http://books.google.com/books?id=au_Vk2VYyrkC&pg=PA280.
- Lutgendorf, Philip (2007). Hanuman's tale: the messages of a divine monkey. Oxford University Press US. ପୃଷ୍ଠା. 434. ISBN 9780195309218. http://books.google.com/books?id=fVFC2Nx-LP8C&printsec=frontcover.
- Sri Ramakrishna Math (1985): Hanuman Chalisa. Chennai (India): Sri Ramakrishna Math. ISBN 81-7120-086-9.
- Mahabharata (1992). Gorakhpur (India): Gitapress.
- Anand Ramayan (1999). Bareily (India): Rashtriya Sanskriti Sansthan.
- Swami Satyananda Sarawati: Hanuman Puja. India: Devi Mandir. ISBN 1-887472-91-6.
- The Ramayana Smt. Kamala Subramaniam. Published by Bharatiya Vidya Bhavan (1995). ISBN 81-7276-406-5
- Hanuman - In Art, Culture, Thought and Literature by Shanti Lal Nagar (1995). ISBN 81-7076-075-5
|
|||||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |