ରାମେଶ୍ଵର ମନ୍ଦିର
ଉଇକିପିଡ଼ିଆ ରୁ
| ରାମେଶ୍ଵର ମନ୍ଦିର | |
|---|---|
ରାମେଶ୍ଵର ମନ୍ଦିର, ଭୁବନେଶ୍ଵର |
|
| ଦିଗବାରେଣି: | 20°16′41.95″N 85°50′36.67″E / 20.2783194°N 85.8435194°Eଦିଗବାରେଣି: 20°16′41.95″N 85°50′36.67″E / 20.2783194°N 85.8435194°E |
| ଅବସ୍ଥାନ | |
| ଦେଶ: | ଭାରତ |
| ରାଜ୍ୟ: | ଓଡ଼ିଶା |
| ଜିଲ୍ଲା: | ଖୋର୍ଦ୍ଧା |
| ସ୍ଥାନ: | ଭୁବନେଶ୍ଵର |
ରାମେଶ୍ଵର ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଏକ ଶିବ ମନ୍ଦିର । ଏହା ନବମ ଶତାଦ୍ଦୀ ର ଏକ ଶୈବ ମନ୍ଦିର। ଭଗବାନ ରାମ ରାବଣ ର ବଦ୍ଧ କରିସାରିବା ପରେ ଏହି ବାଟ ଦେଇ ଆସୁଥିବା ସମୟରେ ମାତା ସୀତା ଶିବ ପୂଜା କରିବା ପାଇଁ ମନସ୍ଥ କରିବରୁ ଶ୍ରୀରାମ ଏଠାରେ ଏକ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । ଏହା ମାଉସୀ ମା ମନ୍ଦିର ନାମରେ ବି ଜଣାଶୁଣା ଏହିଠାରେ ଲିଙ୍ଗରାଜଙ୍କ ରୁକୁଣା ରଥ ଅଶୋକାଷ୍ଟମୀ ଠାରୁ ୪ ଦିନ ପର୍ଯ୍ୟନ୍ତ ରହିଥାଏ ।
ପ୍ରତିଚ୍ଛାୟା [ସମ୍ପାଦନା]
ଆଧାର [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |