ଗୀତଗୋବିନ୍ଦ କବି ଜୟଦେବଙ୍କ ଦ୍ଵାରା ସଂସ୍କୃତ ଭାଷାରେ ଲେଖା ଏକ ସାହିତ୍ୟିକ ପୁରାଣ କୃତି । କବି ଜୟଦେବ ଏହାକୁ ତାଳପତ୍ର ପୋଥିରେ ଲେଖିଥିଲେ । ଏହା ପ୍ରତିଦିନ ଜଗନ୍ନାଥ ମନ୍ଦିରରେ ଗାନ କରାଯାଏ |
ଦ୍ଵାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟରେ ସର୍ବମୋଟ ୨୪ଟି ଗୀତ, ୭୨ଟି ଶ୍ଲୋକ ଅଛି ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳା ସମ୍ବଳିତ ଲଳିତ ପଦାବଳୀରେ ଭକ୍ତିଭାବର ପରିପ୍ରକାଶ ହିଁ ଏହି କାବ୍ୟର ମୁଖ୍ୟ ଉପଜୀବ୍ୟ ହୋଇଛି
- ସମୋଦଦାମୋଦର
- ଅକ୍ଲେଶକେଶବ
- ମୁଗ୍ଧ ମଧୁସୂଦନ
- ସ୍ନିଗ୍ଧ ମଧୁସୂଦନ
- ସାକାଂକ୍ଷ ପୁଣ୍ଡରୀକାକ୍ଷ
- କୁଣ୍ଠବୈକୁଣ୍ଠ
- ନାଗରନାରାୟଣ
- ବିଲକ୍ଷ୍ୟଲକ୍ଷ୍ମୀପତି
- ମନ୍ଦମକୁନ୍ଦ
- ଚତୁର ଚତୁର୍ଭୁଜ
- ସାନନ୍ଦ ଦାମୋଦର
- ସୁପ୍ରୀତିପୀତାମ୍ବର
|
|
|
| ରୂପ |
|
|
| ପୂଜା |
|
|
| ପବିତ୍ର ସ୍ଥାନ |
|
|
| ଗ୍ରନ୍ଥ |
|
|
| ଅଧିକ ଦେଖନ୍ତୁ |
|
|