ଅଭିନେତ୍ରୀ (୧୯୬୫ର ଓଡ଼ିଆ କଥାଚିତ୍ର)
ଦେଖଣା
ଅଭିନେତ୍ରୀ | |
---|---|
ନିର୍ଦ୍ଦେଶକ | ଅମର ଗାଙ୍ଗୁଲି |
ପ୍ରଯୋଜକ | ବାବୁଲାଲ ଦୋଶୀ[୧] |
ସଂଳାପ | ଶରତ ପୂଜାରୀ |
ଚିତ୍ରନାଟ୍ୟ | ଗୋପାଳ ଛୋଟରାୟ, ଅମର ଗାଙ୍ଗୁଲି |
କାହାଣୀ | କାହ୍ନୁଚରଣ ମହାନ୍ତି |
କଳାକାର | ଧୀର ବିଶ୍ୱାଳ, ଝରଣା ଦାସ, ଅଶୋକ, ରଜନୀକାନ୍ତ, ଉମାକାନ୍ତ, ସାମୁଏଲ ସାହୁ (ବାବି) |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଆଡ଼େନ୍ସ ଲରେଞ୍ଜ |
ସମ୍ପାଦକ | ମଧୁସୁଦନ ବନ୍ଦୋପାଧ୍ୟାୟ |
ମୁକ୍ତିଲାଭ ତାରିଖ | ୧୯୬୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅମର ଗାଙ୍ଗୁଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର[୨] ଓଡ଼ିଆଚଳଚ୍ଚିତ୍ର ଅଭିନେତ୍ରୀ ୧୯୬୫ ମସିହାରେ ମୁକ୍ତିଲାଭ କରିଥିଲା ।[୩] ଏହି ଚଳଚ୍ଚିତ୍ରଟି କାହ୍ନୁ ଚରଣ ମହାନ୍ତିଙ୍କ ଉପନ୍ୟାସ "ଅଭିନେତ୍ରୀ" ଉପରେ ପର୍ଯ୍ୟବସିତ ।[୪]
ଅଭିନୟରେ
[ସମ୍ପାଦନା]ଓଡ଼ିଆ ଚଳଚ୍ଚିତ୍ର ‘ଅଭିନେତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:
ଆଧାର
[ସମ୍ପାଦନା]- ↑ http://dff.nic.in/ODIA_CINEMA_AND_ODIAS_IN_CINEMA_1.asp
- ↑ Cuttack Review of Literature, Criticiscm & Ideas. S. Patnaik. 1982.
- ↑ "ଆର୍କାଇଭ୍ କପି". Archived from the original on 2013-03-24. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ Indian Cinema. Directorate of Film Festivals, Ministry of Information and Broadcasting. 1994.
- ↑ Ajīta Kaura; Arpana Cour (1976). Directory of Indian Women Today, 1976. India International Publications.
- ↑ "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଭିନେତ୍ରୀ