Jump to content

ରଜନୀକାନ୍ତ

ଉଇକିପିଡ଼ିଆ‌ରୁ
ରଜନୀକାନ୍ତ
ଜନ୍ମ
ଶିବାଜୀ ରାଓ ଗାଏକୱାଡ଼

(1950-12-12) ୧୨ ଡିସେମ୍ବର ୧୯୫୦ (ବୟସ ୭୫)
ବୃତ୍ତି(ସମୂହ)ଅଭିନେତା, ପ୍ରଯୋଜକ
ସକ୍ରିୟ ବର୍ଷ୧୯୭୫– ବର୍ତ୍ତମାନ ପର୍ଯ୍ୟନ୍ତ
ବୈବାହିକ-ସାଥୀ(s)ଲତା ରଙ୍ଗାଚରି
(୧୯୮୧-ବର୍ତ୍ତମାନ ପର୍ଯ୍ୟନ୍ତ)
ସନ୍ତାନ
ସମ୍ପର୍କୀୟ (ଜ୍ୱାଇଁ)

ରଜନୀକାନ୍ତ ଜଣେ ତାମିଲ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅଟନ୍ତି ।[] ସେ ତାଙ୍କର ଅଭିନୟ ଜୀବନ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର "ଅପୂର୍ବ ରାଗଙ୍ଗଲ"(୧୯୭୫)ରୁ ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କର ନିର୍ଦ୍ଦେଶକ ଆର. ବାଳଚନ୍ଦ୍ରନ ଥିଲେ ଏବଂ ଯାହାକୁ ସେ ନିଜର ଗୁରୁ ବୋଲି ମାନନ୍ତି ।

ପ୍ରାରମ୍ଭିକ ଜୀବନରେ ସହନାୟକ ଭୂମିକାରେ ଅଭିନୟ କରିବା ପରେ (ତାମିଲ ଚଲଚିତ୍ର ଗୁଡିକରେ), ସେ ଧିରେ ଧିରେ ଏକ ସ୍ଥାପିତ ମୂଖ୍ୟ ଅଭିନେତା ରୂପରେ ନିଜକୁ ପ୍ରତିଷ୍ଠିତ କରେଇଥିଲେ । ନିଜ ଜୀବନର କିଛି ବର୍ଷ ମଧ୍ୟରେ ସେ ତାମିଲ ସିନେମାର ଏକ ମହାନାୟକ ହିସାବରେ ପରିଗଣିତ ହେଇଥିଲେ ଓ ତାହା ପରଠାରୁ ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୂପେ ତାଙ୍କୁ ଗଣା ଯାଇ ଆସୁଅଛି ।[] ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତା ଓ ଜନ-ଆକର୍ଷଣର ମୂଖ୍ୟ କାରଣ ଅଟେ ।[] ତାମିଲ ଚଳଚ୍ଚିତ୍ର "ଶିବାଜୀ" ପାଇଁ ତାଙ୍କୁ ଯେବେ ୨୬ କୋଟି ଟଙ୍କା ଦିଆଗଲା, ସେ ଜାକି ଚାନଙ୍କ ପରେ ଏସିଆର ସବୁଠାରୁ ଅଧିକ ଦାମୀ ଅଭିନେତା ରୂପେ ପରିଗଣିତ ହେଲେ ।[] ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା ।[][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସିନେମା କ୍ୟାରିୟର

[ସମ୍ପାଦନା]

କ୍ୟାରିୟର ଆରମ୍ଭ(୧୯୭୫-୭୭)

[ସମ୍ପାଦନା]

ଅଭିନୟ ଜୀବନର ପରୀକ୍ଷଣ ଏବଂ breakough(୧୯୭୮–୮୯)

[ସମ୍ପାଦନା]

ଦେହ ଖରାପ ହେବା ଏବଂ ଭଲହୋଇ ଘରକୁ ଫେରିବା(୨୦୧୧-ଏପଯ୍ୟନ୍ତ)

[ସମ୍ପାଦନା]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରଜନୀକାନ୍ତ ଏଥିରାଜ କଲେଜ୍ ଫର୍ ୱୁମେନ୍‌ର ଛାତ୍ରୀ ଲଥା ରଙ୍ଗାଚାରୀଙ୍କ ସହ ବିବାହ କରିଥିଲେ, ଯିଏ ତାଙ୍କ କଲେଜ୍ ପତ୍ରିକା ପାଇଁ ତାଙ୍କ ସାକ୍ଷାତ୍କାର ନେଇଥିଲେ। ୨୬ ଫେବୃଆରୀ ୧୯୮୧ ତାରିଖରେ ଆନ୍ଧ୍ର ପ୍ରଦେଶର ତିରୁପତିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଦମ୍ପତିଙ୍କର ଦୁଇଜଣ କନ୍ୟା ଅଛନ୍ତି — ଐଶ୍ୱର୍ଯ୍ୟା ରଜନୀକାନ୍ତସୌନ୍ଦର୍ଯ୍ୟା ରଜନୀକାନ୍ତ। ତାଙ୍କ କନ୍ୟାମାନଙ୍କ ମାଧ୍ୟମରେ ତାଙ୍କର ଚାରିଜଣ ନାତି-ନାତୁଣି ଅଛନ୍ତି।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "Decoding Rajinikanth". publisher=The Printers (Mysore). Retrieved 16 December 2011.
  2. 1 2 3 Ethiraj, Gopal (14 December 2009). "Sunday Celebrity: Rajini is simple, stylish, spiritual, that explains his uniqueness". Asian Tribune. Retrieved 14 December 2009.
  3. http://nbtvlive.com/latest-news-superstar%20rajinikanth%20positions%20as%20highest%20paid%20cine%20actor%20in%20india-entertainment-04-jun-2011-chennai-nimma%20bengaluru-19686.html[permanent dead link]
  4. Ruma Singh (12 April 2011). "If it's election time in Tamil Nadu, Rajinikanth is the Boss". The Economic Times. Archived from the original on 25 October 2012. Retrieved 1 January 2012.
  5. "Cinema News | Movie Reviews | Movie Trailers - IndiaGlitz". IndiaGlitz.com. Archived from the original on 2012-12-02. Retrieved 2026-02-28.

ବାହାର ତଥ୍ୟ

[ସମ୍ପାଦନା]