ଅଦିନ ମେଘ
ଦେଖଣା
ଅଦିନ ମେଘ | |
---|---|
ନିର୍ଦ୍ଦେଶକ | ଅମିତ ମୈତ୍ର |
ପ୍ରଯୋଜକ | ବାବୁଲାଲ ଦୋଶୀ[୧] |
ଚିତ୍ରନାଟ୍ୟ | ଗୋପାଳ ଛୋଟରାୟ |
କାହାଣୀ | କୁନ୍ତଳା କୁମାରୀ ଆଚାର୍ଯ୍ୟ[୨] |
କଳାକାର | ପ୍ରଶାନ୍ତ ନନ୍ଦ, ଝରଣା ଦାସ, ଦୁଃଖୀରାମ ସ୍ୱାଇଁ |
ସଙ୍ଗୀତ | ବାଳକୃଷ୍ଣ ଦାସ |
ଚିତ୍ରଗ୍ରହଣ | ଶୈଳଜା ଚାଟାର୍ଜୀ |
ମୁକ୍ତିଲାଭ ତାରିଖ | ୧୯୭୦ |
କଥାଚିତ୍ରର ସମୟ | ୧୫୪ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅମିତ ମୈତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆ କଥାଚିତ୍ର ଅଦିନ ମେଘ ୧୯୭୦ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଅଦିନ ମେଘ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୩]
- ପ୍ରଶାନ୍ତ ନନ୍ଦ
- ଝରଣା ଦାସ[୪]
- ଭାନୁମତୀ ଦେବୀ
- ଗୀତା
- ନିରଞ୍ଜନ ଶତପଥୀ[୫]
- ସନ୍ଧ୍ୟା
- ଦୁଃଖୀରାମ ସ୍ୱାଇଁ
- ଶ୍ୟାମଳେନ୍ଦୁ
- ସାଗର କୁମାର ଦାସ[୬]
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ବାଳକୃଷ୍ଣ ଦାସ[୭]
- ଗୀତିକାର: କାଳୀଚରଣ ପଟ୍ଟନାୟକ, ନାରାୟଣ ପ୍ରସାଦ ସିଂହ, ବୈକୁଣ୍ଠନାଥ ମହାନ୍ତି ଓ ଗୌରାଙ୍ଗ ସାମନ୍ତରାୟ
- ପ୍ରଚ୍ଛଦପଟ ଗାୟକ: ସିକନ୍ଦର ଆଲାମ, ସିପ୍ରା ବୋଷ, ଗୀତା ପଟ୍ଟନାୟକ, ତୃପ୍ତି ଦାସ[୮], ନିର୍ମଳା ମିଶ୍ର ଓ ଅକ୍ଷୟ ମହାନ୍ତି
ଗୀତ
[ସମ୍ପାଦନା]- ବୋଉଲୋ କି କହିବି, ନୂଆଭାଉଜଙ୍କ କଥା
- ଏଇ ଭରା ଜହ୍ନରାତି
- ଏଇ ଆମରି ଗାଁ
- ଗେଲେ ଗେଲେ ଗେଲେ ଗୋରୀ, ମାରଛୁରୀ
- ଅଳପ ହସରେ ଅନେକ ଆଶାର
- ଜୋଛନା ଲୁଚାଅନା ଏ ନୀଳ ଗଗନେ
- ଜୀବନେ ସପନ ଯେତେ ସବୁ ସତ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ କାହାଣୀ(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)[୯]
ଆଧାର
[ସମ୍ପାଦନା]- ↑ Orissa (India). Department of Tourism & Cultural Affairs (1975). Annual Administration Report of the Tourism & Cultural Affairs Department (Cultural Affairs Wing) for the Year ... Department of Tourism & Cultural Affairs.
- ↑ Indian Cinema. Directorate of Film Festivals, Ministry of Information and Broadcasting. 1994.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1994–. ISBN 978-1-135-94325-7.
- ↑ Ajīta Kaura; Arpana Cour (1976). Directory of Indian Women Today, 1976. India International Publications.
- ↑ "ଆର୍କାଇଭ୍ କପି". Archived from the original on 2015-01-08. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.
{{cite news}}
: CS1 maint: unrecognized language (link) - ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ "ଆର୍କାଇଭ୍ କପି". Archived from the original on 2015-05-06. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ Orissa reference: glimpses of Orissa. TechnoCAD Systems. 2001.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଦିନ ମେଘ