Jump to content

ତୁଣ୍ଡ ବାଇଦ

ଉଇକିପିଡ଼ିଆ‌ରୁ
(Tunda Baidaରୁ ଲେଉଟି ଆସିଛି)
ତୁଣ୍ଡ ବାଇଦ
ନିର୍ଦ୍ଦେଶକଗୋବିନ୍ଦ ତେଜ
ପ୍ରଯୋଜକନଗେନ ସାହୁ
ସଂଳାପଗୋବିନ୍ଦ ତେଜ, ସୁବୋଧ ପଟ୍ଟନାୟକ
କାହାଣୀକାହ୍ନୁ ଚରଣ ମହାନ୍ତି
କଳାକାରସୁଜାତା ଆନନ୍ଦ, ଅଜିତ ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି
ସଙ୍ଗୀତAkshaya Mohanty
ଚିତ୍ରଗ୍ରହଣରାଜନ କିନ୍ନାଗି
ସମ୍ପାଦକଏ. ଶ୍ରୀକର ପ୍ରସାଦ, ଏ.ସଞ୍ଜୀବି
ମୁକ୍ତିଲାଭ ତାରିଖ
୧୯୮୭
ଦେଶଭାରତ
ଭାଷାଓଡ଼ିଆ

ତୁଣ୍ଡ ବାଇଦ, '୧୯୮୭' ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[] ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ 'ତୁଣ୍ଡ ବାଇଦ' ଉପନ୍ୟାସ ଅବଲମ୍ବନରେ ଏହା ନିର୍ମିତ ହେଇଥିଲା ।[][]

ଅଭିନୟ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ତୁଣ୍ଡ ବାଇଦ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[]

ଗୀତ ଓ ସଙ୍ଗୀତ

[ସମ୍ପାଦନା]
  1. "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  2. "Odia filmmaker, actor Govind Tej passes away". The New Indian Express. Archived from the original on 19 August 2016. Retrieved 28 November 2016.
  3. "ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ନଗେନ ସାହୁଙ୍କ ଦେହାନ୍ତ: ୪ଟି ପ୍ରସିଦ୍ଧ ଉପନ୍ୟାସକୁ ଚଳଚ୍ଚିତ୍ରର ରୂପ ଦେଇଥିଲେ". ପ୍ରମେୟ (in od-IN). 19 May 2025. p. 15. Archived from the original on 20 May 2025. Retrieved 20 May 2025.{{cite news}}: CS1 maint: unrecognized language (link)
  4. "ତୁଣ୍ଡ ବାଇଦ". ନଜର୍ (ନିତିଦିନ). Archived from the original on 2020-10-18. Retrieved 28 November 2016.
  5. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟ

[ସମ୍ପାଦନା]