ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍
ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ | |
---|---|
ନିର୍ଦ୍ଦେଶକ | ଏସ୍. କେ. ମୂରଲୀଧରନ |
ପ୍ରଯୋଜକ | ସମରେଶ ରାଉତରାୟ ସମ୍ବିତ ଆଚାର୍ଯ୍ୟ ଦୁର୍ଗା କିଙ୍କର ଦାଶ |
ସଂଳାପ | ରଜନୀ ରଞ୍ଜନ |
କଳାକାର | ସମ୍ବିତ ଆଚାର୍ଯ୍ୟ ପୁନମ ମିଶ୍ର ମିହିର ଦାସ ପ୍ରିୟଙ୍କା ସମରେଶ ରାଉତରାୟ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଆର୍ ଭଗତ ସିଂହ |
ସମ୍ପାଦକ | ମାନସ କୁମାର ସାହୁ |
Production company | |
ମୁକ୍ତିଲାଭ ତାରିଖ | ୨୭ ଡିସେମ୍ବର ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସମରେଶ ରାଉତରାୟ, ସମ୍ବିତ ଆଚାର୍ଯ୍ୟ ଓ ଦୁର୍ଗା କିଙ୍କର ଦାଶ ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ଏସ୍. କେ. ମୂରଲୀଧରନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକା ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ପୁନମ ମିଶ୍ର ।[୪] ମିହିର ଦାସ, ପ୍ରିୟଙ୍କା, ସମରେଶ ରାଉତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୦ ମସିହାର ଡିସେମ୍ବର ମାସର ୨୭ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୩][୧] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ଆଶୁତୋଷ, ସଂସ୍କୃତି ଶର୍ମା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ସାୟୋନି ଓ ସାୟୋନି" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
2. | "ରସହାଣ୍ଡି" | ଆଶୁତୋଷ, ଦୀପ୍ତିରେଖା | |
3. | "ଫ୍ଲାୱାର୍ ଫ୍ଲାୱାର୍" | ହ୍ୟୁମାନ ସାଗର, ଦୀପ୍ତିରେଖା |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Odia films 'Awara Dil', 'Tike Love Tike Twist' announced". KalingaTV (in English). Bhubaneswar. 19 January 2019. Archived from the original on 6 January 2022. Retrieved 6 January 2022.
{{cite news}}
: CS1 maint: unrecognized language (link) - ↑ "'ଓମ୍'ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି | Sambad". ସମ୍ବାଦ. sambad.in. 12 August 2019. Archived from the original on 6 January 2022. Retrieved 6 January 2022.
- ↑ ୩.୦ ୩.୧ ୩.୨ ଓଝା, ଶିବଶଙ୍କର (24 February 2020). "ଏଭଳି ଓଡ଼ିଆ ସିନେମା ଆସୁଛି, ଯାହାର ଟାଇଟଲରେ ରହିଛି 'ଲଭ୍' ଶବ୍ଦ | Sambad". ସମ୍ବାଦ. sambad.in. Archived from the original on 4 January 2022. Retrieved 4 January 2022.
- ↑ "ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 23 January 2019. Archived from the original on 6 January 2022. Retrieved 6 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍