ଏସ୍୩ ମୁଭିଜ୍

ଉଇକିପିଡ଼ିଆ‌ରୁ
ଏସ୍୩ ମୁଭିଜ୍‌
ପ୍ରକାରବେସରକାରୀ
ଶିଳ୍ପମନୋରଞ୍ଜନ
ପ୍ରତିଷ୍ଠିତ ସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ପ୍ରତିଷ୍ଠାତାସମରେଶ ରାଉତରାୟ
ମୁଖ୍ୟ କାର୍ଯ୍ୟାଳୟ
ଭୁବନେଶ୍ୱର
,
ପ୍ରମୁଖ ବ୍ୟକ୍ତି
ସମରେଶ ରାଉତରାୟ
ଉତ୍ପାଦକଥାଚିତ୍ର ପ୍ରଯୋଜନା, ନିର୍ମାଣ, ବିତରଣ
ମୂଳ ସଂସ୍ଥାଓଡ଼ିଆୱାନ୍ ଏଣ୍ଟରଟେନମେଣ୍ଟ
ୱେବ୍‌ସାଇଟ୍s3movies.com

ଏସ୍୩ ମୁଭିଜ୍ ହେଉଛି ଏକ କଥାଚିତ୍ର ନିର୍ମାଣକାରୀ ସଂସ୍ଥା ଯାହାକି ଓଡ଼ିଆ କଥାଚିତ୍ର ଜଗତ ପାଇଁ କଥାଚିତ୍ର ଓ ୱେବ୍ ସିରିଜ୍ ନିର୍ମାଣ ଓ ବିତରଣ କରୁଛି ।[୧] ୨୦୧୨ ମସିହାରେ ଓଡ଼ିଆୱାନ୍ ଏଣ୍ଟରଟେନ୍‌ମେଣ୍ଟର ଏକ ଅଂଶ ଭାବରେ ସମରେଶ ରାଉତରାୟ ଏହାର ପ୍ରତିଷ୍ଠା କରିଥିଲେ ।[୨]

ଇତିହାସ[ସମ୍ପାଦନା]

୨୦୧୪ ମସିହାରେ ଏହି କଥାଚିତ୍ରଟିର ପ୍ରଥମ ପ୍ରସ୍ତୁତି ଓମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟପ୍ରକୃତି ମିଶ୍ର

ନିର୍ମିତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ନିର୍ଦ୍ଦେଶକ ଅଭିନେତା ମନ୍ତବ୍ୟ
୨୦୧୪ ଓମ୍ ସୁଧାକର ବସନ୍ତ ସମ୍ବିତ ଆଚାର୍ଯ୍ୟ, ପ୍ରକୃତି ମିଶ୍ର
୨୦୨୦ ଅଦୃଶ୍ୟମ୍ ରାଜେନ୍ଦ୍ର ମହାନ୍ତ ସୁଧାଂଶୁ ନାରାୟଣ ଦାଶ, ସମରେଶ ରାଉତ, ଲିପ୍ସା ମିଶ୍ର
ଟିକେ ଲଭ୍ ଟିକେ ଟ୍ୱିଷ୍ଟ ଏସ୍ କେ ମୂରଲୀଧରନ ସମ୍ବିତ, ପୁନମ ମିଶ୍ର, ସମରେଶ ରାଉତରାୟ [୧]
୨୦୨୩ ନିୟତି ପିନାକୀ ଶ୍ରୀଚନ୍ଦନ ସାନୁ, ଦିବ୍ୟା ମହାନ୍ତି, ସମରେଶ ରାଉତରାୟ, ପୁପୁଲ ଭୂୟାଁ [୩]
୨୦୨୪ ଅପରେସନ୍ ଅପହରଣ ସୁଟିଂ ଚାଲିଛି[୪]

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ନିର୍ଦ୍ଦେଶକ ଅଭିନେତା ମନ୍ତବ୍ୟ
୨୦୧୮ ରାବଣ ପୋଡ଼ି ବିରଜ ରଥ ଦୀପନ୍ୱିତ ଦାଶମହାପାତ୍ର, ସୁଧାଂଶୁ ଦାସ, ଚୌଧୁରୀ ଜୟପ୍ରକାଶ ଦାସ ଓଡ଼ିଆ ଭାଷାରେ ପ୍ରଥମ ୱେବ୍ ସିରିଜ୍
୨୦୨୧ ଡାର୍ଟି ପ୍ଲାସ୍ ରାସେଶ ମହାନ୍ତି ମେଘନା, ସିଲା, ଶର୍ମିଷ୍ଠା, ଦୁଷ୍ମନ୍ତ ପଣ୍ଡା, ସ୍ୱାଧୀନ
୨୦୨୨ ପ୍ରହେଳିକା ପିନାକୀ ଶ୍ରୀଚାନ୍ଦନ ସାନୁ, ସମରେଶ, ଅନନ୍ୟା ମିଶ୍ର, ଜୟପ୍ରକାଶ ଦାସ

ଆଧାର[ସମ୍ପାଦନା]

  1. ୧.୦ ୧.୧ Himanshu (2019-01-19). "Odia films 'Awara Dil', 'Tike Love Tike Twist' announced". KalingaTV (in ଆମେରିକୀୟ ଇଂରାଜୀ). Retrieved 2023-09-22.
  2. "Documentary film on Padma Shri Nanda Prusty called Nanda Masternka Chatasali released". Odisha Diary, Latest Odisha News, Breaking News Odisha (in ଆମେରିକୀୟ ଇଂରାଜୀ). 2022-06-03. Retrieved 2023-09-22.
  3. "Odia movie Niyati released across the state". Odia Celebrity (in ଆମେରିକୀୟ ଇଂରାଜୀ). 2023-07-22. Retrieved 2023-07-23.
  4. Himanshu (2023-02-16). "Title announcement of upcoming Odia film 'Operation Apaharan' held". KalingaTV (in ଆମେରିକୀୟ ଇଂରାଜୀ). Retrieved 2023-09-22.

ବାହାର ଲିଙ୍କ୍[ସମ୍ପାଦନା]