ନାଗଫାସ
ଦେଖଣା
(Naga Phasaରୁ ଲେଉଟି ଆସିଛି)
ନାଗଫାଶ | |
---|---|
ନିର୍ଦ୍ଦେଶକ | ବସନ୍ତ ନାୟକ, ଅକ୍ଷୟ ମହାନ୍ତି |
ପ୍ରଯୋଜକ | ବସନ୍ତ ନାୟକ |
ଚିତ୍ରନାଟ୍ୟ | ବସନ୍ତ ନାୟକ |
କାହାଣୀ | ବସନ୍ତ ମହାପାତ୍ର |
କଳାକାର | ପ୍ରଶାନ୍ତ ନନ୍ଦ, ଧୀର ବିଶ୍ୱାଳ, ଅନିତା ଦାସ, ବନଜା ମହାନ୍ତି, ବିଜୟ ମହାନ୍ତି |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୩୦ ଡିସେମ୍ବର୧୯୭୭ [୧] |
କଥାଚିତ୍ରର ସମୟ | ୧୬୯ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନାଗଫାସ, ବସନ୍ତ ନାୟକଙ୍କ ପ୍ରଯୋଜନା[୨] ତଥା ବସନ୍ତ ନାୟକ ଓ ଅକ୍ଷୟମହାନ୍ତିଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ[୩] ହୋଇ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । ଏହା 'ବ୍ରଜରାଜ ମୁଭିଜ୍'ର ପ୍ରଥମ ଓଡ଼ିଆ କଥାଚିତ୍ର । ଏଥିରେ ବିଭିନ୍ନ ଭୂମିକାରେ ଧୀର ବିଶ୍ୱାଳ, ଶ୍ରୀରାମ ପଣ୍ଡା, ଅନିତା ଦାସ, ପ୍ରଶାନ୍ତ ନନ୍ଦ, ଅନିମା ପେଦିନୀ ଓ ମାଳବିକା ରାୟ ଆଦି ଅଭିନେତା ଅଭିନୟ କରିଥିଲେ ।[୪] ବିଜୟ ମହାନ୍ତି ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।[୫]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ନାଗଫାସ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ
[ସମ୍ପାଦନା]- ମୋ କୋଳ ତୋ ଝୁଲଣା
- ଟିକ ଟିକ ଘଣ୍ଟା ଚାଲେ
- ନାଥ ନାଥ ପ୍ରାଣନାଥ
ଆଧାର
[ସମ୍ପାଦନା]- ↑ ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
- ↑ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
- ↑ ନନ୍ଦ, ପ୍ରଶାନ୍ତ. "ମାନ୍ଦ୍ରାଜରେ ଓଡ଼ିଆ ଫିଲ୍ମ ନିର୍ମାଣର ଧାରା". ନଜର୍ (ନିତିଦିନ). Retrieved 5 September 2016.[permanent dead link]
- ↑ "ଅତୀତରୁ". Dharitri. Retrieved 5 May 2016.
- ↑ ନନ୍ଦ, ପ୍ରଶାନ୍ତ. "'ନାଗଫାସ'ରେ ନାୟିକା ସାଜିଲେ ମାଳବିକା ରାୟ". ନଜର୍ (ନିତିଦିନ). Retrieved 5 September 2016.[permanent dead link]
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନାଗଫାସ