ବନଜା ମହାନ୍ତି
ଦେଖଣା
ବନଜା ମହାନ୍ତି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ଅଧ୍ୟାପିକା |
ସକ୍ରିୟ ବର୍ଷ | ୧୯୭୫-୧୯୮୪ |
ପ୍ରସିଦ୍ଧି | ଯାଯାବର ଗପ ହେଲେବି ସତ |
ବନଜା ମହାନ୍ତି ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧] ସେ ୧୯୭୫ ମସିହାରେ ଯାଯାବର କଥାଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଅରମ୍ଭ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବନଜା ମହାନ୍ତି ଓଡ଼ିଶାର ନିମାପଡ଼ାରେ ଜନ୍ମଗ୍ରହଣ କରିଥିଲେ ।
ଓଡ଼ିଆ କଥାଚିତ୍ରରେ ଅବଦାନ
[ସମ୍ପାଦନା]୧୯୭୫ ମସିହାରେ ଯାଯାବର[୩] କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ବନଜା, ୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ରକ୍ତ ଗୋଲାପ | ୧୯୭୭ | ଭୀମେଶ୍ୱର ରାଓ[୪] [୫] |
ଶେଷ ଶ୍ରାବଣ | ୧୯୭୯ | ପ୍ରଶାନ୍ତ ନନ୍ଦ |
ବନ୍ଧୁ ମହାନ୍ତି | ୧୯୭୭ | ନିତାଇ ପାଲିତ |
ଜନନୀ | ୧୯୮୪ | ମହମ୍ମଦ ମହସୀନ |
ଅମର ପ୍ରେମ | ୧୯୭୬ | ଗୋପାଳ ଘୋଷ, ପଳାଶ ବାନାର୍ଜୀ |
ଗପ ହେଲେବି ସତ | ୧୯୭୬ | ନଗେନ ରାୟ |
ଯାଯାବର | ୧୯୭୫ | ତ୍ରିମୁର୍ତ୍ତୀ |
ନାଗଫାସ | ୧୯୭୭ | ବସନ୍ତ ନାୟକ |
ପୁରସ୍କାର
[ସମ୍ପାଦନା]ସେ ୧୯୭୫ ମସିହାର ଯାଯାବର କଥାଚିତ୍ର ଓ ୧୯୭୬ ମସିହାର ଗପ ହେଲେ ବି ସତ କଥାଚିତ୍ର ପାଇଁ ରାଜ୍ୟ କଥାଚିତ୍ର ପୁରସ୍କାର (ଶ୍ରେଷ୍ଠ ଅଭନେତ୍ରୀ) ପାଇଛନ୍ତି ।[୬]
ଆଧାର
[ସମ୍ପାଦନା]- ↑ Urmi: The Journal of the Odisha Society of Americas 49th Convention: For Annual Convention Held in 2017 at Dearborn, Michigan. Odisha Society of the Americas. pp. 66–. GGKEY:AA7R5DUUHEZ.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 90–. ISBN 978-1-135-94318-9.
- ↑ Annual Administration Report of the Tourism & Cultural Affairs Department (Cultural Affairs Wing) for the Year ... 1975.
- ↑ "ଜୟଦେବ ଭବନରେ ଚଳଚ୍ଚିତ୍ର 'ରକ୍ତ ଗୋଲାପ'ର ସ୍କ୍ରିନିଂ". OTV Khabar. 30 April 2019. Archived from the original on 30 April 2019. Retrieved 24 June 2020.
- ↑ "ପ୍ରଦର୍ଶିତ ହେବ ୧୯୭୭ର, ରକ୍ତ ଗୋଲାପ | Sambad". sambad.in. 25 April 2019. Retrieved 24 June 2020.
- ↑ Film World. T.M. Ramachandran. 1977.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବନଜା ମହାନ୍ତି
- odiamoviedatabase