କୁରୁକ୍ଷେତ୍ର (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
(Kurukshetra ରୁ ଲେଉଟି ଆସିଛି)
Jump to navigation Jump to search
କୁରୁକ୍ଷେତ୍ର
ନିର୍ଦ୍ଦେଶକଶ୍ରୀରାମ ପଣ୍ଡା
ପ୍ରଯୋଜକଶ୍ରୀରାମ ପଣ୍ଡା
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟଶ୍ରୀରାମ ପଣ୍ଡା
କାହାଣୀଭାଗିରଥୀ ବେହେରା
କଳାକାରଶ୍ରୀରାମ ପଣ୍ଡା
ତ୍ରିପୁରା ମିଶ୍ର
ବୈଶାଳୀ ପରିଡ଼ା
ଦେବୁ ବୋଷ
ସୁଜାତା ଆନନ୍ଦ
ଅଶ୍ରୁମୋଚନ ମହାନ୍ତି
ବିନାୟକ ମିଶ୍ର
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଅସୀତ ପାଢ଼ୀ
ଅଶୋକ ସ୍ୱାଇଁ
ସମ୍ପାଦକବିବେକ ଶତପଥୀ
ମୁକ୍ତିଲାଭ ତାରିଖ
୧୯୮୮
ଦେଶ ଭାରତ
ଭାଷାଓଡ଼ିଆ

କୁରୁକ୍ଷେତ୍ର, ୧୯୮୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଭାଗିରଥୀ ବେହେରା । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶ୍ରୀରାମ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ବୈଶାଳୀ ପରିଡ଼ା, ଦେବୁ ବୋଷ, ସୁଜାତା ଆନନ୍ଦ, ଅଶ୍ରୁମୋଚନ ମହାନ୍ତି, ବିନାୟକ ମିଶ୍ର, ସୁଜାତା ଆନନ୍ଦ, ଦେବୁ ବ୍ରହ୍ମା, ଶେଖର ଦତ୍ତ, ସୁଲୁ ମହାନ୍ତି, ରାଧା ପଣ୍ଡା, ପ୍ରେମାଞ୍ଜନ ପରିଡ଼ା, ଜୟୀରାମ ସାମଲ, ସ୍ମିତା, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. |access-date= requires |url= (help)

ବାହାର ଆଧାର[ସମ୍ପାଦନା]