କଳ୍କୀ ଅବତାର
ଦେଖଣା
(Kalki Abatarରୁ ଲେଉଟି ଆସିଛି)
କଳ୍କୀ ଅବତାର | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ପ୍ରଶାନ୍ତ ମହାପାତ୍ର |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କାହାଣୀ | ହର ପଟ୍ଟନାୟକ |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ସିଦ୍ଧାନ୍ତ ମହାପାତ୍ର ରଚନା ବାନାର୍ଜୀ |
ସମ୍ପାଦକ | ଦେବେନ ମିଶ୍ର[୧][୨] |
ମୁକ୍ତିଲାଭ ତାରିଖ | ୯ ଅପ୍ରେଲ ୧୯୯୯ [୩] |
ଦେଶ | ଭାରତ |
ଭାଷା | ଓଡ଼ିଆ |
କଳ୍କୀ ଅବତାର,୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ, ହର ପଟ୍ଟନାୟକ, ଜୟୀରାମ ସାମଲ ଆଦି କଳାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟରେ
[ସମ୍ପାଦନା]- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ସିଦ୍ଧାନ୍ତ ମହାପାତ୍ର[୪]
- ରଚନା ବାନାର୍ଜୀ
- ଦେବୁ ବୋଷ
- ଅନୁପ ମିଶ୍ର
- ହର ପଟ୍ଟନାୟକ
- ଜୟୀରାମ ସାମଲ
ଆଧାର
[ସମ୍ପାଦନା]- ↑ "ଖ୍ୟାତନାମା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 August 2020. Archived from the original on 3 July 2022. Retrieved 16 August 2020.
- ↑ "ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ". Odisha Reporter. ଭୁବନେଶ୍ୱର. 16 August 2020. Archived from the original on 3 July 2022. Retrieved 9 September 2020.
- ↑ ଧରିତ୍ରୀ (୨୩ଡିସେମ୍ବର୧୯୯୯)
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କଳ୍କୀ ଅବତାର