Jump to content

ହସିବ ପୁଣି ମୋ ସୁନା ସଂସାର

ଉଇକିପିଡ଼ିଆ‌ରୁ
(Hasiba Puni Mo Suna Sansaraରୁ ଲେଉଟି ଆସିଛି)
ହସିବ ପୁଣି ମୋ ସୁନା ସଂସାର
ନିର୍ଦ୍ଦେଶକରଞ୍ଜନ ମିଶ୍ର
ପ୍ରଯୋଜକବାବୁ ସିଂହ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରଞ୍ଜନ ମିଶ୍ର
କାହାଣୀବାବୁ ସିଂହ
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମାମୁନି ମିଶ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ
ସଙ୍ଗୀତବାବୁ ମିଶ୍ର
ଚିତ୍ରଗ୍ରହଣରଞ୍ଜନ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୦ ଫେବୃଆରୀ ୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ହସିବ ପୁଣି ମୋ ସୁନା ସଂସାର, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବାବୁ ସିହଂ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଞ୍ଜନ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରଞ୍ଜନ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମାମୁନୀ ମିଶ୍ର । ମିହିର ଦାସ, ଅପରାଜିତା ମହାନ୍ତି, ଦେବୁ ବ୍ରହ୍ମା, ଚୌଧୁରୀ ଜୟପ୍ରକାଶ ଦାସ, ହାଡ଼ୁ, ମଧୁ, ମନୀଷା, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ବନମାଳୀ ପଣ୍ଡା, ସରସ୍ୱତୀ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାବୁ ମିଶ୍ର । ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବାବୁ କିଶୋର, ଇରା ମହାନ୍ତି, ସୌରଭ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିସମୟ
1."ଦିନ ଏଠି ସରିଯାଏ"  
2."ଏ ସିନ୍ଦୂର ଜୀବନ‌କୁ କଲା"  
3."ହସିବ ପୁଣି ମୋ ସୁନା ସଂସାର"  
4."ପ‌ହିଲି ପ୍ରେମର ଋତୁ"  
5."ଜିଇବାରମାନେ ଯଦି ଜୀବନ ହୁଏ"ରଜନୀ ରଞ୍ଜନ[] 
  1. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  3. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.

ବାହାର ଆଧାର

[ସମ୍ପାଦନା]